
Browsing Category
Top Stories
କ’ଣ ପାଇଁ ଥାନାକୁ ଗଲେ ୮ ବର୍ଷର ଭାଇ ଓ ୫ ବର୍ଷର ଭଉଣୀ
ରାରଉକେଲା, ୧୯ା୧୨ (ଓଡିଶା ଭାସ୍କର): ଭାଇକୁ ୮ ବର୍ଷ ଓ ଭଉଣୀକୁ ୫ ବର୍ଷ । ଦୁହିଁଙ୍କୁ ଥାନାରେ ଦେଖି ଯେ କେହି ବି ତାଜୁବ ହେବା ସ୍ୱାଭାବିକ । କାରଣ ଦୁହେଁ ନାବାଳକ, ନାବାଳିକା ହୋଇଥିବାରୁ ଅନେକଙ୍କ ମନରେ ଅନେକ…
ପରୀ ହତ୍ୟାକାଣ୍ଡ: କେନ୍ଦ୍ରୀୟ ସଂସ୍ଥା ତଦନ୍ତ ସୁପାରିଶ ନେଇ ଏନସିପିସିଆରଙ୍କ ଚିଠି
ନୂଆଦିଲ୍ଲୀ, ୧୯ା୧୨: ନୟାଗଡ଼ ଶିଶୁକନ୍ୟା ହତ୍ୟାକାଣ୍ଡ ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନସିପିସିଆର) ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏନେଇ ଆୟୋଗ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି…
ଗର୍ଭାବସ୍ଥାରେ ଭୁଲରେ ବି କରିବେ ନାହିଁ ଏହିସବୁ କାମ, ନଚେତ୍…
ଗର୍ଭବତୀ ହେବା ପ୍ରତି ମହିଳାଙ୍କ ପାଇଁ ବହୁତ ଖାସ ହୋଇଥାଏ । ଆଉ ଏକ ନୂଆ ଜୀବନକୁ ଜନ୍ମ ଦେବା ପାଇଁ ପ୍ରତ୍ୟେକ ମହିଳା ଗର୍ବ ଅନୁଭବ କରିଥାନ୍ତି ଏବଂ ଏହା ତାଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ ।…
ପରୀ ହତ୍ୟାକାଣ୍ଡ: ଆସନ୍ତାକାଲିଠାରୁ ବିଜେପିର ପଦଯାତ୍ରା
ଭୁବନେଶ୍ୱର, ୧୯ା୧୨ (ଓଡିଶା ଭାସ୍କର): ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଘଟଣାକୁ ବିରୋଧ କରି ବିଜେପି ତରଫରୁ ଆସନ୍ତାକାଲିଠାରୁ ପଦଯାତ୍ରା ଆରମ୍ଭ କରାଯିବ । ତେବେ ଏହି ପଦଯାତ୍ରାରେ ସାମିଲ ହୋଇ ଏହାକୁ ସଫଳ…
ଭକ୍ତଙ୍କ ପାଇଁ ୧୦୦ ଟଙ୍କାରେ ନିବାସ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ, ୧୯ା୧୨ (ଓଡିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ଏକ ଖୁସିର ଖବର । ପୁରୀ ଜିଲ୍ଲା ବାସେଳି ସାହିରେ ଏକ ସୁଲଭ ଯାତ୍ରୀ ନିବାସ ନିର୍ମାଣ କରାଯିବ । ଏ…
ପୁରୀରେ ୫ଟି ସଚିବ: ଶ୍ରୀମନ୍ଦିର ଖୋଲିବା ନେଇ କଲେ ସ୍ଥିତି ସମୀକ୍ଷା
ପୁରୀ, ୧୯ା୧୨ (ଓଡିଶା ଭାସ୍କର): ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପୁରୀ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବାକୁ…
India Bites Dust, lost to Australia by 8 wickets
Adelaide, 19/12: If anyone could have told that the test match will end within two sessions on the 3rd day, many won't have believed that. Considering the fact that India had 9…
ମୁଁ ଟାଟା ମୋଟର୍ସର ଏମଡି ନୁହେଁ: ସତ ମାନିଲେ ଆକାଶ
ଭୁବନେଶ୍ୱର, ୧୯ା୧୨ (ଓଡିଶା ଭାସ୍କର): କମିଶନରେଟ ପୋଲିସର ମାରାଥନ ଜେରାରେ ସତ ମାନିଛନ୍ତି ଆକାଶ ପାଠକ । ସେ ଟାଟା ମୋଟର୍ସର ଏମଡି ନୁହନ୍ତି ବୋଲି ସ୍ୱୀକାର କରିଛନ୍ତି ।
ଗତ ୧ ତାରିଖରେ ସ୍କାଏକିଙ୍ଗ ତରଫରୁ…
ପୁରୀ ଘାଟ ଥାନାରେ ବର୍ଷାଙ୍କ ଏତଲା
କଟକ, ୧୯ା୧୨ (ଓଡିଶା ଭାସ୍କର): କଟକ ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତେବେ ବର୍ଷା ଭାଇରାଲ୍ ଭିଡିଓକୁ ନେଇ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । ଏହି ଭିଡିଓ ପାଇଁ ତାଙ୍କ…
ରାଜ୍ୟରେ ୩ ଜଣଙ୍କ କରୋନାରେ ମୃତ୍ୟୁ
ଭୁବନେଶ୍ୱର, ୧୯ା୧୨ (ଓଡିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୨କୁ ବୃଦ୍ଧି ପାଇଛି । ତେବେ ଜଗତସିଂହପୁର, ନୂଆପଡ଼ା ଓ ପୁରୀରେ ଜଣେ ଲେଖାଏଁ…