Browsing Category
Top Stories
ଖୁସି ଖବର: କରୋନା ସହ ଲଢେଇ କରିବାର ଟୀକା ପ୍ରସ୍ତୁତ
କରୋନା ଭାଇରସ୍ ଟୀକାକୁ ନେଇ ସାରା ବିଶ୍ୱରେ ରିସର୍ଚ୍ଚ ଚାଲିଛି । ଏହାରି ମଧ୍ୟରେ କରୋନା ଭାଇରସକର ମୁକାବିଲା କରିବା ପାଇଁ ଟୀକାର ପ୍ରସ୍ତୁତ ହୋଇଛି ବୋଲି ଆମେରିକାର ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ଟୀକା…
ଓଡିଶାରେ କରୋନା ତୃତୀୟ ପର୍ଯ୍ୟାୟର ପଦଧ୍ୱନୀ !
ଛାନିଆରେ ରାଜଧାନୀ ବାସୀ । ପୁଣି ଭୁବନେଶ୍ୱରରେ ଆଉ ଜଣେ କରୋନା ଆ୍ରକାନ୍ତ ଚିହ୍ନଟ । ହେଲେ ଚିନ୍ତାର ବିଷୟ ହେଉଛି ତାଙ୍କର କୈାଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ସଂପୃକ୍ତ ବ୍ୟକ୍ତିଜଣକ ବିଦେଶ କି ଅନ୍ୟ ରାଜ୍ୟ ଭ୍ରମଣରେ…
ଭାରତରେ କରୋନାର ସାଙ୍ଘାତିକ ପରିସ୍ଥିତି: ୪ ଦିନରେ ୧୦୦୦ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୩ ।୪: ଚୀନରୁ ବ୍ୟାପିଥିବା କରୋନା ଭାଇରସ୍ ବର୍ତ୍ତମାନ ଭାରତରେ ଦ୍ରୁତ ଗତିରେ ମାଡିଚାଲିଛି । ତବଲିଗୀ ଜାମାତର ଅବହେଳା ଫଳରେ ମାତ୍ର ୪ ଦିନ ମଧ୍ୟରେ ଭାରତରେ ୧୦୦୦ ନୂଆ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ…
ଡାକ୍ତରଖାନାରେ ଉଲଗ୍ନହୋଇ ବୁଲୁଛନ୍ତି ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀର ଲୋକେ
ଦିଲ୍ଲୀର ତବ୍ଳିଗି ଜମାତ ବା ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀ ଦେଶର କରୋନୋ ଗ୍ରାଫ୍ କୁ ହଠାତ୍ ବଢ଼ାଇ ଦେଇଛି । ପାଖାପାଖି ୯ ହଜାର ଲୋକେ ଏଥାପାଇଁ ସଙ୍ଗରୋଧରେ ରହିଛନ୍ତି । କିନ୍ତୁ ଏହି ଜମାତିମାନଙ୍କ ଡାକ୍ତରଖାନରେ…
ଥଣ୍ଡା ସର୍ଦ୍ଦିରୁ ବଞ୍ଚିବାର କିଛି ଫର୍ମୁଲା
କରୋନା ଆତଙ୍କ ସମୟରେ ସାମାନ୍ୟ ଥଣ୍ଡା ଜର ବି ମୁଣ୍ଡବ୍ୟଥା ବଢ଼ାଉଛି । ଜାଣନ୍ତୁ ଥଣ୍ଡା ଜ୍ଵରରୁ ବଞ୍ଚିବେ କିପରି ?
.ଫ୍ରିଜରେ ରଖାଯାଇଥବା ଖାଦ୍ୟକୁ ସିଧା ସଳଖ ଖାଆନ୍ତୁ ନାହିଁ । ଫ୍ରିଜ ରୁ ବାହାର କରିବା ପରେ ଏହାକୁ…
ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ରାଜ୍ୟର ପ୍ରଥମ କରୋନା ରୋଗୀ ଏବେ ସୁସ୍ଥ । ରୋଗୀ ଜଣଙ୍କର ଇଟାଲୀର ଟ୍ରାଭେଲ ହିଷ୍ଟ୍ରି ରହିଥିଲା । ୩୪ ବର୍ଷୀୟ ଯୁବକଜଣକ ଇଟାଲୀରେ ଉଚ୍ଚଶିକ୍ଷା କରିବା ସହ ପାର୍ଟ ଟାଇମ୍ ଜବ୍…
ଦେଶକୁ ପୁଣି ମୋଦିଙ୍କ ମନ୍ତ୍ର: ୫ ଏପ୍ରିଲ ରାତି ୯ ଟାରେ ୯ ମିନିଟ୍ ପାଇଁ ଜଳାନ୍ତୁ ଦୀପ,ମହମବତୀ,ଟର୍ଚ୍ଚ ଓ ମୋବାଇଲ୍ ଫ୍ଲାସ୍ ଲାଇଟ୍
ନୂଆଦିଲ୍ଲୀ,୩/୪: ଦେଶବାସୀଙ୍କୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା । ଲକ୍ ଡାଉନର ନବମ ଦିନରେ ଦେଶବାସୀଙ୍କୁ ପୁଣି ସମ୍ବୋଧନ କରିଛନ୍ତି । ଘରେ ଥିଲେ ମଧ୍ୟ କେହି ଏକୁଟିଆ ନୁହନ୍ତି ବୋଲି…
କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଲେ ୩୫ କରୋନା ସନ୍ଦିଗ୍ଧ
ଅଲିଗଡ,୨ ।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କଠିନ ଚେଷ୍ଟା ଚାଲିଛି । ଏହାରି ମଧ୍ୟରେ ୟୁପିର ହାଥାରସ ଜିଲ୍ଲାରୁ ଏକ…
ଅଟୋ-ଟ୍ୟାକି୍ସ ଓ ରିକ୍ସା ଚାଳକଙ୍କୁ ମିଳିବ ୫ ହଜାର
ନୂଆଦିଲ୍ଲୀ,୨ ।୪: ଅଟୋ-ଟ୍ୟାକ୍ସି ଓ ଇ-ରିକ୍ସା ଚଳାଉଥିବା ଲୋକଙ୍କୁ ୫-୫ ହଜାର ଟଙ୍କାର ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ତାଙ୍କ ପାଖକୁ ଲଗାତାର…
‘ଏହି ମାସ ଶେଷ ସୁଦ୍ଧା ଲୋପ ପାଇବ କରୋନା ଭାଇରସ୍’- ଚୀନର ପ୍ରତିଷ୍ଠିତ ବୈଜ୍ଞାନିକଙ୍କ ଦାବି
କରୋନା ଭାଇରସର ମୁକାବିଲା ପାଇଁ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏସବୁ କେବେ ଶେଷ ହେବା ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ବହୁ ବୈଜ୍ଞାନିକ ଓ ନେତାମାନେ ବି ଏହାର ଶେଷକୁ ଅନାଇ ବସିଛନ୍ତି । ଏହି ସମୟରେ…