Browsing Category
Top Stories
୪୪୧ ଜଣଙ୍କଠାରେ କରୋନା ଲକ୍ଷଣ
ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସକୁ ନେଇ ସାରା ଦେଶ ଲକ୍-ଡାଉନ୍ ହେବା ସତ୍ତ୍ୱେ ନିଜାମୁଦ୍ଦିନ ଅଞ୍ଚଳରେ ଅବସ୍ଥିତ ମାର୍କାଜରେ ଦେଶ-ବିଦେଶ ଲୋକଙ୍କ ସମାବେଶକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଡା…
କରୋନା ମୁକାବିଲା ପାଇଁ କମିଟି
ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସ କାରଣରୁ ସାରା ଦେଶ ୨୧ ଦିନ ପାଇଁ ଲକ୍-ଡାଉନ୍ ହୋଇଛି । କରୋନାକୁ ନେଇ ଆଜି କେନ୍ଦ୍ର ସରକାର କହିଛନ୍ତି ଯେ, କରୋନା ବିରୋଧରେ ଲଢେଇରେ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । କରୋନା…
ରାଜ୍ୟବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କରୋନା ପଜିଟିଭ୍ କେସ୍ ଆସିଛି : ସୁବ୍ରତ ବାଗଚୀ
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି…
କରୋନା ଭାଇରସରେ ବିନାଶ ହେବ ବିଶ୍ୱର ଅର୍ଥନୀତି, କେବଳ ଭାରତ ଓ ଚୀନ ବଞ୍ଚିବ: UN
ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସ୍ ଯୋଗୁଁ ବିଶ୍ୱର ଆର୍ଥିକ ଅର୍ଥନୀତି ଦୁର୍ବଳ ହେବାକୁ ବସିଛି । ଏଥିରେ ବିଶ୍ୱ ଅର୍ଥନୀତିରେ ଅନେକ ଟ୍ରିଲିୟନ ଡଲାରର କ୍ଷତି ଘଟିବ ବୋଲି ଆକଳନ କରାଯାଇଛି । ଜାତିସଂଘର ସର୍ବଶେଷ ବାଣିଜ୍ୟ…
ବର୍ଷା ଓ ବଜ୍ରପାତକୁ ନେଇ ପାଞ୍ଚ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମଝିରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାପ୍ରଭାବରେ…
ଜରୁରୀକାଳୀନ କର୍ମଚାରୀଙ୍କୁ ଦିଆଯାଇଥିବା ପାସର ଅପବ୍ୟବହାର କରନ୍ତୁ ନାହିଁ: ପୋଲିସ କମିଶନର
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ରାଜ୍ୟ ଲକ୍ ଡାଉନ ରହିଛି । ଏନେଇ ହସ୍ପିଟାଲ, ମିଡ଼ିଆ, ବ୍ୟାଙ୍କ ପରି ଜରୁରୀକାଳୀନ କର୍ମଚାରୀଙ୍କୁ ପାସ୍ ଦିଆଯାଇଥିଲା । ଯାନବାହନ ପାସ ଘରଠାରୁ ଅଫିସ୍ ଏବଂ…
ଏସସିବିରେ ହେବ କରୋନା ରକ୍ତ ନମୁନା ପରୀକ୍ଷା
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର):କଟକ ଏସସିବିରେ ମହାମାରୀ କରୋନା ରକ୍ତ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ନମୁନା ପରୀକ୍ଷା ପାଇଁ ଅନୁମତି ଦେଇସାରିଛି ଆଇସିଏମଆର । ଏହାସହ ବୁର୍ଲା ଏମକେସିଜିରେ ମଧ୍ୟ ନୁମନା…
ଗୋଲାମୁଣ୍ଡା ଏବିଡିଓ ନିଲମ୍ବିତ
ଧର୍ମଗଡ,୩୧ ।୩(ଓଡିଶା ଭାସ୍କର) କଳାହାଣ୍ଡି ଗୋଲାମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ଏବିଡିଓ ପଦ୍ମନାଭ ପାତ୍ରଙ୍କୁ ନିଲମ୍ବିତ କରାଯାଇଛି । କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଏବିଡିଓ ପଦ୍ମନାଭଙ୍କୁ…
କରୋନା ମୁକାବିଲା, ଗଠନ କରାଯାଉ ବିଶେଷଜ୍ଞ ଟିମ୍: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୩୧ା୩: କରୋନା ମୁକାବିଲା ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । ଏନେଇ ବିଶେଷଜ୍ଞ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ଘଣ୍ଟା ମଧ୍ୟରେ ଏହି ବିଶେଷଜ୍ଞ କମିଟି ଗଠନ ପାଇଁ…
ଆମେ ଏବେ ୨ୟ ଷ୍ଟେଜରେ ଅଛୁ: ଡିଏମଇଟି
ଭୁୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ପରିସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି । ସେ କହିଛନ୍ତି ଯେ, କିଛି ମାତ୍ରାରେ କରୋନା ନିୟନ୍ତ୍ରଣରେ ଆମେ ସଫଳ ହୋଇଛୁ । ଆମେ…