Browsing Category

Top Stories

ଭାରତକୁ ଇରାନର ପ୍ରଶଂସା

ନୂଆଦିଲ୍ଲୀ, ୮ା୧: ଭାରତକୁ ଆଜି ଇରାନ ରାଷ୍ଟ୍ରଦୂତ ପ୍ରଶଂସା କରିଛନ୍ତି । ଆମେରିକା ସହ ତିକ୍ତତା ଭିତରେ ମଧ୍ୟ ଇରାନ ରାଷ୍ଟ୍ରଦୂତ ଏହିପରି ପ୍ରଶଂସା କରିଛନ୍ତି । ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଭାରତର ଭୂମିକା…

ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ୫କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାରିପଦା, ୮ା୧(ଓଡ଼ିଶା ଭାସ୍କର): ମୟୁରଭଞ୍ଜର ବାଙ୍କୀଶୋଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ମୟୁରଭଞ୍ଜ ଜିଲ୍ଲା ପାଇଁ ୨୦୦କୋଟିର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହ ୫୦କୋଟି ଟଙ୍କାର…

ଆଦାନି କିସ୍ ଆବାସିକ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା, ୮ା୧(ଓଡ଼ିଶା ଭାସ୍କର): ଆଜି ବାରିପଦା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡ଼ା ସୁରକ୍ଷା ମଧ୍ୟରେ ସେ ବିମାନ ବନ୍ଦରକୁ ଯାଇ ବାରିପଦା ଗସ୍ତ କରିଛନ୍ତି । ବାରିପଦାରେ ଆଦାନି କିସ୍ ଆବାସିକ…

ଭାରତୀୟଙ୍କୁ ଇରାକ ନଯିବାକୁ ପରାମର୍ଶ

ନୂଆଦିଲ୍ଲୀ, ୮ା୧: ଇରାନ-ଆମେରିକା ତିକ୍ତତାକୁ ଦୃଷ୍ଟିରେ ରଖି କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଇରାକରେ ରହୁଥିବା ଭାରତୀୟମାନେ ଆଲର୍ଟ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହ ସମସ୍ତ ବିମାନ…

ଭାରତ ବନ୍ଦ, ବାଇକ ଭଡ଼ା @୧୫୦

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ଆଜି ୨୪ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ପଡ଼ିଛି । ଏନେଇ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ…

ତେହେରାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ୧୭୦ମୃତ

ଇରାନ, ୮ା୧: ଇରାନ ଏୟାର ପୋର୍ଟ ନିକଟରେ ବଡ଼ ଦୁର୍ଘଟଣା ହୋଇଛି । ଇରାନର ତେହେରାନଠାରେ ଏକ ଯାତ୍ରୀବାହି ବିମାନ ଦୁର୍ଘଟଣା ହୋଇଛି । ବିମାନରେ ଥିବା ୧୮୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୭୦ଜଣଙ୍କର ମୃତ୍ୟୁ ହୋଇଛି । ଉଡ଼ାଣ…

ଇରାନର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତିଙ୍କ ଟ୍ୱିଟ

ନୂଆଦିଲ୍ଲୀ, ୮ା୧: ଇରାନର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଅଲ ଇଜ ୱେଲ । ଆମେ କଣ କରିବୁ ତାହା କାଲି ଦେଖାଇବୁ । ଆମ ପାଖରେ ସବୁଠାରୁ ଶକ୍ତିଶାଳୀ ସେନା…