Browsing Category
Top Stories
ବାରବାଟୀରେ ହେବ ପିଙ୍କ ବଲ୍ ଟେଷ୍ଟ!
କଟକ,୧୨ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ । ଦିବାରାତ୍ର ଟେଷ୍ଟ ମ୍ୟାଚ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖିଲା ଓସିଏ ।
ତେବେ ୨୦୨୧ରେ…
ବଜ୍ରକାପ୍ତା ଚୋରା ଚାଲାଣ : ଓଡିଶାରେ ଡବ୍ଲୁସିସିବିର ଟିମ୍
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଓଡିଶାରେ ପହଞ୍ଚିଲା ଡବ୍ଲୁସିସିବିର ଟିମ୍ । ବଜ୍ରକାପ୍ତା ଚୋରା ଚାଲାଣ ଉପରେ ତଦନ୍ତ କରିବ ଏହି ୱାଲ୍ଡ ଲାଇଫ୍ କଣ୍ଟୋଲ ବ୍ୟୁରୋର ଟିମ୍ ।…
ଝାଡଖଣ୍ଡର ୧୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ: ୧ଟା ସୁଦ୍ଧା ୪୫.୧୪% ମତଦାନ
ଝାଡଖଣ୍ଡ,୧୨ ।୧୨: ଝାଡଖଣ୍ଡର ୧୭ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ଅପରାହ୍ନ ୧ଟା ସୁଦ୍ଧା ୪୫.୧୪% ମତଦାନ ସରିଛି । ୩୨ ମହିଳାଙ୍କ ସମେତ ନିର୍ବାଚନ ଲଢୁଛନ୍ତି ୩୦୯ ଜଣ ପ୍ରାର୍ଥୀ । ୮ଟି ଜିଲ୍ଲାର…
ଦକ୍ଷିଣ ଓଡିଶାରେ ହେବ ହସ୍ତୀ ଅଭୟାରଣ୍ୟ
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ହାତୀଙ୍କ ସୁରକ୍ଷା ପାଇଁ ନୂଆ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଦକ୍ଷିଣ ଓଡିଶାରେ ହେବାକୁ ଯାଉଛି ହସ୍ତୀ ଅଭୟାରଣ୍ୟ । କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ…
‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ଆଜି ସାମିଲ ହୋଇଛି କୃଷି ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଏକ ବୈଠକ ଆୟୋଜିତ ହୋଇଥିଲା । ବୈଠକ ପରେ…
ଏଣିକି ସାଇକେଲରେ ଅଫିସ୍ ଆସିବେ ସରକାରୀ ବାବୁ
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ପରିବେଶ ପ୍ରଦୂଷଣ ପାଇଁ ଏଣିକି ସାଇକେଲରେ ଅଫିସ୍ ଆସିବେ ସରକାରୀ କର୍ମଚାରୀ । ବିଏମସି, ବିଡିଏ, ବିଏସସିଏଲ ଓ ସ୍ମାର୍ଟସିଟି କର୍ମଚାରୀଙ୍କୁ ସାଇକେଲରେ ଆସିବାକୁ ନିର୍ଦ୍ଦେଶ ହୋଇଛି…
ହାଇଦ୍ରାବାଦ ମାମଲାର ନିରପେକ୍ଷ ତଦନ୍ତ ହେଉ: ସିଜେଆଇ
ନୂଆଦିଲ୍ଲୀ,୧୨ ।୧୨: ସୁପ୍ରିମକୋର୍ଟରେ ଆଜି ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣି ହୋଇଛି । ଏହି ଅବସରରେ ମାମଲାର ନିରପେକ୍ଷ ତଦନ୍ତ ହେଉ ବୋଲି ସିଜେଆଇ ଶରଦ ଅରବିନ୍ଦ ବୋବ୍ଡେ କହିଛନ୍ତି । ଏହା ସହ ସିଜେଆଇ…
୫-ଟିରେ ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର):ରାଜ୍ୟ ସରକାରଙ୍କ ୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ । ଏନେଇ ଯୋଜନା ଓ ସମିଶ୍ରଣ ବିଭାଗକୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ଏଣିକି ସମସ୍ତ ସରକାରୀ କଲେଜଗୁଡ଼ିକରେ…
ନାଗରିକତା ସଂଶୋଧନ ବିଲ୍ ପାସକୁ ନେଇ ଅଣଆୟତ ଉତ୍ତର ପୂର୍ବାଞ୍ଚଳ
ଆସାମ, ୧୨ା୧୨: ନାଗରିକତା ସଂଶୋଧନ ବିଲକୁ ଉତ୍ତରପୂର୍ବାଞ୍ଚଳ ଭାରତରେ ପ୍ରବଳ ବିରୋଧ ହୋଇଥିବା ଜଣାପଡ଼ିଛି । ଆସାମ, ଅରୁଣାଚଳପ୍ରଦେଶ, ପଶ୍ଚିମବଙ୍ଗ ଓ ୟୁପିରେ ବିରୋଧ ପ୍ରଦର୍ଶନ ହୋଇଥିବା ସୂଚନା ମିଳିଛି । ଆସାମର…
ନାଗରିକତା ସଂଶୋଧନ ବିଲ୍ ପାସ୍, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ IUML
ନୂଆଦିଲ୍ଲୀ,୧୨ା୧୨: ଲୋକସଭା ଓ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାସ୍ ହୋଇଥିଲ । ଏହି ବିଲ ପାସକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ IUML(ଇଣ୍ଡିଆନ ୟୁନିଅନ ମୁସଲିମ୍ ଲିଗ୍ )। ଏନେଇ ଆଜି…