Browsing Category

Top Stories

ସୁଶାନ୍ତଙ୍କ ମୃତ୍ୟୁକୁ ସହିପାରିଲେନି ଭାଉଜ, ଡିପ୍ରେସନରେ ଚାଲିଗଲା ଜୀବନ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ପରିବାର, ସେଲିବ୍ରିଟ ଓ ପ୍ରଶଂସକମାନେ ଚକିତ ହୋଇଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଏତେ ସଫଳ ଅଭିନେତା ଆତ୍ମହତ୍ୟାକୁ ବାଛି ନେବେ ବୋଲି କେହି ବିଶ୍ୱାସ ବି…

୨୪ ଘଣ୍ଟାରେ ୩୮୦ ଜୀବନ ନେଲା କରୋନା

ନୂଆଦିଲ୍ଲୀ,୧୬ ।୬: ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୯୦କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୦୯୧ ହୋଇଛି…

ବଡ ଖବର: ରାଜ୍ୟରେ ଆଉ ୧୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୬ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ…

ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଝଟକା

ନୂଆଦିଲ୍ଲୀ, ୧୬/୬:  ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ର ତୀବ୍ରତା ୬.୮ ଥିବା ସୂଚନା ମିଳିଛି। ଏନେଇ ଭୟରେ ଲୋକମାନେ ଘରୁ ମଧ୍ୟ ବାହାରି ଆସିିିଥିଲେ। ସେଠାରେ କୌଣସି…

ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀର, ୧୬/୬: ଜମ୍ମୁ କାଶ୍ମୀର ସ୍ଥିତ ସୋପିଆରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିିିଳିଛି। ଏନକାଉଣ୍ଟଟରେ ହିଜବୁଲର ୩ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି।ସ୍ଥାନୀୟ ଅଂଚଳରେ ଆତଙ୍କବାଦୀ ଲୁଚିରହିଥିବା…

ରୂପି ସମସ୍ୟା ଦୂର କରିବାର ଘରୋଇ ଉପାୟ

ଆଉ ଅଳ୍ପ କିିିଛି ମାସ ଗଲେ ଶୀତଦିନ ଆସିବ।ଶୀତଦିନେ ରୂପି ହେବା ଏକ ସାଧାରଣ ସମସ୍ୟା । ଏଥିପାଇଁ ଆମେ ମାନେ ବହୁତୁ ଟଙ୍କା ଖର୍ଚ୍ଚ କରି ନାନା ପ୍ରକାରର ସାମ୍ପୁ ଏବଂ ତେଲ ବ୍ୟବହାର କଲେ ମଧ୍ୟ ଏହି ସମସ୍ୟା ଏତେ ସହଜରେ ଭଲ…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୪ଜିଲ୍ଲା ସାବଧାନ! ପ୍ରବଳ ବର୍ଷା ଛେଚିବ

୧୬/୬(ଓଡିଶା ଭାସ୍କର): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସକ୍ରିୟ ରହିଛି। ଏହି କାରଣରୁ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିଛି। ଏନେଇ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ…

ଆଜିଠୁ ରାଜ୍ୟବ୍ୟାପୀ କରୋନା ଚିହ୍ନଟ ଅଭିଯାନ

ଭୁବନେଶ୍ୱର, ୧୬/୬(ଓଡିଶା ଭାସ୍କର): ଆଜିଠୁ ରାଜ୍ୟବ୍ୟାପୀ କରୋନା ଚିହ୍ନଟ ଅଭିଯାନ ଆରମ୍ଭ ହେବ। ପ୍ରତି ଘରେ ସ୍ବାସ୍ଥ୍ୟାବସ୍ଥା ବୁଝିବେ ଆଶା ଓ ଏଏନ୍‌ଏମ୍‌ ଦିଦି । କରୋନା ଲକ୍ଷଣ ଥିଲେ ଚିକିତ୍ସା ପାଇଁ ସେମାନେ…

ପ୍ରେମର ଭୟଙ୍କର ପରିଣତି! ପ୍ରେମିକାକୁ ଦେଖା କରିବାକୁ ହଷ୍ଟେଲ ଯାଇଥିଲେ ଡାକ୍ତର, କିନ୍ତୁ ଘଟିଲା ଏପରି କାଣ୍ଡ

କୁହାଯାଏ ଯେ, ପ୍ରେମରେ ଥିଲା ଲୋକ କିଛି ବି କରିବାକୁ ପଛାନ୍ତିନାହିଁ। ସେଥିରେ ଜୀବନ ପ୍ରତି ବିପଦ ଥିଲେ ବି ଖାତିର କରନ୍ତି ନାହିଁ ପ୍ରେମୀଯୁଗଳ। ଏଭଳି ଏକ ଭୟଙ୍କର ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଦେଖିବାକୁ…