Browsing Category
Top Stories
ପାଇକ ସ୍ମାରକୀର ଶିଳାନ୍ୟାସ
ଖୋର୍ଦ୍ଧା,୮ା୧୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କୁ ସେଠାରେ ପଟ୍ଟଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧନା…
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୪୩ମୃତ
ନୂଆଦିଲ୍ଲୀ, ୮ା୧୨: ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼୍ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ନିଆଁ ଲାଗି ସେଠାରେ ୪୩ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କର…
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି
ଭୁବନେଶ୍ୱର,୭ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ ଆସିଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସିଛନ୍ତି ।…
ନ୍ୟାୟ କେବେ ବି ପ୍ରତିଶୋଧ ହେବା ଉଚିତ ନୁହେଁ: ସିଜେଆଇ
ନୂଆଦିଲ୍ଲୀ,୭ା୧୨: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶରତ ଅରବିନ୍ଦ ବୋବଡ଼େ ଆଜି ଏକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ନ୍ୟାୟ କେବେ ବି ପ୍ରତିଶୋଧ ହେବା ଉଚିତ ନୁହେଁ । ନ୍ୟାୟ ପ୍ରତିଶୋଧର ରୂପ ନେଲେ ନିଜର…
ପୁଣିଥରେ ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ!
ଭୁବନେଶ୍ୱର, ୭ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ଓ ସମଗ୍ର ଦେଶରେ ଦୁଷ୍କର୍ମ ଭଳି ଖରାପ କାର୍ଯ୍ୟ ବଢ଼ିବାରେ ଲାଗିଛି । ଏହିପରି ଗୋଟିଏ ଛାତିଥରା ଦୃଶ୍ୟ ଆଖିରୁ ନଲିଭିବା ବେଳେ ଆଉ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳୁଛି…
ଦୁଷ୍କର୍ମ ମାମଲାରେ କଠୋର ହେଲା କେନ୍ଦ୍ର: ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି
ନୂଆଦିଲ୍ଲୀ,୭ ।୧୨: ଦେଶରେ ଯୌନ ନିର୍ଯ୍ୟାତନା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ଅଧିକାଂଶ ନାବାଳିକାମାନେ ଶିକାର ହେଉଛନ୍ତି । ଦେଶରେ ବର୍ଦ୍ଧିିତ ଦୁଷ୍କର୍ମ ମାମଲା ଦୃଷ୍ଟିରୁ କଠୋର ହୋଇଛି କେନ୍ଦ୍ର । ଏନେଇ ସବୁ…
ପିଆଜ ସ୍ଥିତି ଏବେ ଅଣଆୟତ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ୱର,୭ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ରାଜ୍ୟ ହେଉ କିମ୍ବା ଦେଶରେ ଆକାଶ ଛୁଆଁ ହେବାରେ ଲାଗିଛି । ପିଆଜ ଏବେ କାଟିଲେ ନୁହେଁ ବରଂ ବଜାରରେ ପିଆଜ କିଣିଲା ବେଳେ ଆଖିରୁ ଲୁହ ବୋହୁଛି । ପିଆଜ ଦରବୃଦ୍ଧିକୁ ନେଇ…
ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧ ରଖିଥିବା ଯୁବକଙ୍କୁ ମିଳିଲା ଏପରି ଦଣ୍ଡ, ଶୁଣିଲେ ଆପଣଙ୍କର ବି ଲୋମ ଟାଙ୍କୁରୀ ଯିବ
ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧ ରଖିଥିବା ଜଣେ ଯୁବକଙ୍କୁ ମିଳିଛି ଭୟାନକ ଦଣ୍ଡ । ଇଣ୍ଡୋନେସିଆର ଏହି ଯୁବକଙ୍କୁ ଚାବୁକ ସାହାର୍ଯ୍ୟରେ ମାଡ ମରାଯାଇଛି । ଚାବୁକରେ ମାଡ ଖାଇ ବେହୋସ ହୋଇଥିବା ଯୁବକର ହୋସ ଆସିବା ପରେ…
ପ୍ରି ୱେଡିଂ ମାନିଆ, ଏପରି ଫଟୋ ଶୁଟ୍ କରି ଚର୍ଚ୍ଚାରେ ଦମ୍ପତି
ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି । ଏବେ କିନ୍ତୁ ବିବାହ ପୂର୍ବର ସେହି ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀମାନେ ବେଶୀ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ଆଜିକା ସମୟରେ ପ୍ରି ୱେଡିଂ ଫଟୋ…
ବାରବାଟୀର ପ୍ରତି ଗ୍ୟାଲେରିରେ ଖୋଲିବ ହେଲ୍ପ ଡେସ୍କ: ପୋଲିସ କମିଶନର
କଟକ, ୭ା୧୨(ଓଡ଼ିଶା ଭାସ୍କର): ଆସନ୍ତା ୨୨ରେ କଟକର ବାରବାଟୀ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ବାରବାଟୀ ଷ୍ଟାଡ଼ିଅମରେ ସୁରକ୍ଷାର ସମୀକ୍ଷା କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର…