CHARIDHAM
Browsing Category

ଖବର

ଶାଶୂର ଜୀବନ ନେଲା ବୋହୂ, 24 ଦିନ ପରେ ମିଳିଲା କଙ୍କାଳ

ବିହାର: ନବବିବାହିତ ବୋହୂ ହାତରେ ଗଲା ଶାଶୂର ଜୀବନ, 24 ଦିନ ପରେ ମିଳିଲା କଙ୍କାଳ। ଏଭଳି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି ବିହାରର ନୱାଡାରେ। ଶାଶୁ ଏମିତି କଣ ଭୁଲ କରିଥିଲେ ଯେ, ନବବିବାହିତା ବୋହୂ ତାଙ୍କୁ ହତ୍ୟା…

ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଏକ ଅଂଶ। ଯାହାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଏବେ ଆରମ୍ଭ ହୋଇଛି। ଯଦିଓ ଭାରତୀୟ ଦଳ ଏହି ପ୍ରଥମ ମ୍ୟାଚରେ ନିଜର ବିଜୟୀ…

NTA ପକ୍ଷରୁ ପ୍ରକାଶ ପାଇଲା CUET UG ରେଜଲ୍ଟ, ଏମିତି କରନ୍ତୁ ଚେକ୍

ନୂଆଦିଲ୍ଲୀ: NTA ପକ୍ଷରୁ ପ୍ରକାଶ ପାଇଲା CUET UG ପରୀକ୍ଷା ଫଳ। ଜୁଲାଇ ୪ ତାରିକ ଦିନ ଅପରାହ୍ନରେ ଘୋଷଣା ହେଲା ଫଳାଫଳ। NTA cuet.nta.nic.in ରେ CUET UG ଫଳାଫଳ ପ୍ରକାଶ କରିଛି। ଏହି ପରୀକ୍ଷାରେ ଅଂଶଗ୍ରହଣ…

ମନ୍ତ୍ରୀଙ୍କୁ ହତ୍ୟା ଧମକ! ବିଳମ୍ବିତ ରାତିରେ ଫୋନ କରି କୁହାଯାଉଛି 24 ଘଣ୍ଟା ମଧ୍ୟରେ ଉଡ଼ାଇଦେବୁ

ଝାରଖଣ୍ଡ: ମନ୍ତ୍ରୀଙ୍କୁ ଫୋନରେ ମିଳୁଛି ହତ୍ୟା ଧମକ! ବିଳମ୍ବିତ ରାତିରେ ଫୋନ କରି କୁହାଯାଉଛି, 24 ଘଣ୍ଟା ମଧ୍ୟରେ ବିସ୍ଫୋରଣ କରି ଉଡ଼ାଇଦେବୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରଖଣ୍ଡରେ। ଗୁରୁବାର ବିଳମ୍ବିତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପୁରୀ ହେବ ମହାନଗର ନିଗମ, ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପୁରୀ: ପୁରୀ ହେବ ମହାନଗର ନିଗମ। ମୋହନ ମାଝୀଙ୍କ ବଡ଼ ଘୋଷଣା। ପ୍ରେସମିଟ୍ କରି ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ପୌରପାଳିକାକୁ ମହାନଗର ନିଗମ କରାଯିବ କହିଲେ ମୋହନ। ଏନେଇ ଆସନ୍ତାକାଲିଠାରୁ…

ଇଣ୍ଡିଆନ ବ୍ୟାଙ୍କ ଲୁଟ, 4 ଗିରଫ

ନୟାଗଡ଼: ବ୍ୟାଙ୍କ ଲୁଟ! ନୟାଗଡ଼ର ମାନଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ଲୁଟ। ଏହି ଘଟଣାରେ ନୟାଗଡ଼ ପୋଲିସ 4 ଜଣଙ୍କୁ ଗିରଫ କରିଥିବାବେଳେ 20 ଲକ୍ଷରୁ ଅଧିକ ଟଙ୍କା ଏବଂ ଦେଶୀ ବନ୍ଧୁକ ଜବତ କରିଛି। 2 ତାରିଖରେ 6 ଜଣ…

୮ ତାରିଖରେ ମିଳିବ ରାଜ୍ୟ ବିଜେପିକୁ ନୂଆ ମୁଖିଆ, ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ତେଣୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ…

ପାଣିର ପ୍ରଳୟ, ଗଲାଣି ୭୦ ଜୀବନ, ଏବେ ବି ନିଖୋଜ ୩୫ ଜଣ, ୭୦୦ କୋଟିର ସମ୍ପତ୍ତି କ୍ଷତିଗ୍ରସ୍ତ

ହିମାଚଳପ୍ରଦେଶ: ଭୟଙ୍କର ଜଲ ପ୍ରଳୟ। ୧୫ ଦିନରେ ନେଲାଣି ୭୦ ଜୀବନ। ଏବେ ବି ପାଖାପାଖି ୩୫ ଜଣ ନିଖୋଜ ଥିବା ସୂଚନା ମିଳିଥିବା ବେଳେ, ଏହି ପ୍ରଳୟ ୭୦୦ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ କରିସାରିଲାଣି। ପ୍ରବଳ ବର୍ଷା…

ବର୍ବରତା! କୁକୁର ଏବଂ ତା’ର 6ଟି ଛୁଆଙ୍କୁ ପିଟି ପିଟି ହତ୍ୟା, ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶ: କୁକୁର ଏବଂ ତା'ର 6 ନିର୍ଦ୍ଦୋଷ ଛୁଆଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା। ଏଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି, ମଧ୍ୟପ୍ରଦେଶର ଜବଲପୁରରେ। ଅଧରତାଲ ଥାନା ଅଞ୍ଚଳର ମହାରାଜପୁର ଅଞ୍ଚଳରେ, ଜଣେ ନିର୍ଦ୍ଦୟ…

ତେଲେଙ୍ଗାନା ବିସ୍ଫୋରଣ, ୮ ଓଡ଼ିଆ ମୃତ ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଦେବେ ମୋହନ

ଭୁବନେଶ୍ୱର: ତେଲେଙ୍ଗାନାର ଏକ ଫ୍ୟାକ୍ଟିରେ ଭୟଙ୍କର ବିସ୍ଫୋରଣ ଘଟଣା। ଯାହାକି ୨ ଦିନ ତଳେ ହୋଇଥିଲା। ଏବଂ ଏହି ବିସ୍ଫୋରଣରେ ସେହି ଫ୍ୟାକ୍ଟ୍ରିରେ କାମ କରୁଥିବା ୪୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।…