CHARIDHAM
Browsing Category

ଖବର

୧୫ ଜିଲ୍ଲାକୁ ଆଲର୍ଟ ଜାରି, ସକାଳୁ ରାଜଧାନୀରେ ଲାଗି ରହିଛି ବର୍ଷା, ୫ ତାରିଖ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ସକାଳୁ ରାଜଧାନୀ ଭୁବନେଶ୍ୱରରେ ବି ବର୍ଷା ଜାରି ରହିଛି। ଏହିଭଳି ପାଗ ବା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ପ୍ରତିଶୋଧର ନିଆଁ! ଚାଲିଗଲା 2 ଜୀବନ

ମଧ୍ୟପ୍ରଦେଶ: ପ୍ରତିଶୋଧର ନିଆଁ ନେଇଗଲା 2 ଜୀବନ। ବାପ ପୁଅଙ୍କୁ ପଥରରେ ବାନ୍ଧି କୂଅରେ ଫିଙ୍ଗିଦେଲେ ଯୁବକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ବପୁରୀର ପିଚୋର ଥାନା ଅଞ୍ଚଳର କଛୁଆ ଗାଁରେ। ଏହି ଗାଁରେ ଜଣେ…

କ’ଣ ଏହି ୩୦-୩୦-୩୦ ଫର୍ମୁଲା, ଯାହା ଶୀଘ୍ର ଓଜନ ହ୍ରାସ କରେ

ଓଡ଼ିଶାଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ପରିବର୍ତ୍ତିତ ଖାଦ୍ୟପେୟ ଅଭ୍ୟାସ ଯୋଗୁଁ  ମୋଟାପଣ ଏକ ସାଧାରଣ ସମସ୍ୟା ହେଇଯାଇଛି। ଆମେ ସମସ୍ତେ ଆମର ଖରାପ ଜୀବନଶୈଳୀର ପରିଣାମ ଓଜନ ବୃଦ୍ଧି ରୂପରେ ଭୋଗୁଛୁ।…

ପୁଣି ଅଘଟଣ, କଟକ ରେଳ ଷ୍ଟେସନ ନିକଟରେ ଟ୍ରାକରୁ ଖସିଲା ଟ୍ରେନର ୩ଟି ବଗି

କଟକ: ପୁଣି ଟ୍ରାକରୁ ଖସିଲା ଟ୍ରେନ୍। କଟକ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଲାଇନଚ୍ୟୁତ। ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି। ତେବେ ପାରାଦୀପ ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ୍।  ହେଲେ କଟକ ରେଳ…

ସାପ କାମୁଡ଼ାରେ ଚାଲିଗଲା 2 ଜୀବନ

ସୁନ୍ଦରଗଡ଼: ସାପ କାମୁଡ଼ାରେ ଚାଲିଗଲା 2 ଜୀବନ। ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ଦୁଇଟି ଅଲଗା ଅଲଗା ଥାନାରେ ସାପ କାମୁଡ଼ାରେ 2ଜଣଙ୍କର ମୃତ୍ୟୁ ହୋଇଛି। ବଣାଇ ଥାନା କଟୁରୀଧୂଆଁ ଗାଁର ଜଣେ ନାବାଳିକା ଥିବାବେଳେ ଆଉ ଜଣେ…

ବାପାକୁ ରାକ୍ଷସ କଲା ମଦ, ଚକୋଲେଟ୍ ଖାଇବାକୁ ଟଙ୍କା ମାଗିବାରୁ ୪ ବର୍ଷର କୁନି ଝିଅର ତଣ୍ଟି କାଟି ହତ୍ୟା

ମହାରାଷ୍ଟ୍ର: କୁହାଯାଏ ବାପା ଏବଂ ଝିଅର ସମ୍ପର୍କରେ ବହୁତ ପ୍ରେମ ଥାଏ।  ପୁଅ ମାନଙ୍କ ଅପେକ୍ଷା ବାପା ମାନେ ସେମାନଙ୍କର ଝିଅକୁ ଅଧିକ ଭଲ ପାଇଥାନ୍ତି। ହେଲେ ଏଠି ଜଣେ ବାପା ତା ଝିଅ ପାଇଁ ରାକ୍ଷସ ସାଜିଛି। ମଦ…

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍‌ଭିନ୍‌

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି।…

ଏହି ଦିନରୁ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ, ପ୍ରଥମ ଥର ପାଇଁ ହେବ ଡିଜିଟାଲ ସୁବିଧା

ନୂଆଦିଲ୍ଲୀ: ସ୍ୱାଧୀନତା ପରେ ଭାରତର ଆଗାମୀ ଏବଂ ଅଷ୍ଟମ ଜନଗଣନାର ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୬ରୁ ଆରମ୍ଭ ହେବ। ଯେଉଁଥିରେ ସାରା ଦେସର ପରିବାର ଗଣନା କରାଯିବ। ଏନେଇ ସୂଚନା ଦେଇଛନ୍ତି ଭାରତର ରେଜିଷ୍ଟ୍ରାର…

ବକ୍ସ ଅଫିସରେ ଧମାଲ କରୁଛି ଅମୀର ଖାନଙ୍କ ଫିଲ୍ମ ‘ସିତାରେ ଜମିନ୍ ପର’, କାଜୋଲ ଓ ଅକ୍ଷୟ କୁମାରଙ୍କର ବିଗିଡ଼ିଗଲା ଖେଳ

ଓଡିଶା ଭାସ୍କର: ରେକର୍ଡ କାଟିଲା ଆମିର ଖାନଙ୍କ ‘ସିତାରେ ଜମିନ୍ ପର’ ଫିଲ୍ମ। ଫିଲ୍ମ ରିଲିଜ୍ ହେବାର 10 ଦିନ ବିତିଯାଇଥିଲେ ବି 90 କୋଟି ବଜେଟରେ ନିର୍ମିତ ଫିଲ୍ମଟି 200 କୋଟି ପାଖାପାଖି ପହଞ୍ଚିଛି। ଜୁନ୍ ମାସରେ…

ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ତଣ୍ଟି କାଟିଦେଲା ପଡ଼ୋଶୀ

ଦିଗପହଣ୍ଡି: ପୁଣି ହତ୍ୟାକାଣ୍ଡ। ଘର ବାହାରେ ଶୋଇଥିବା ବେଳେ ତଣ୍ଟି କାଟି ହତ୍ୟା। ଆଉ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛି ଜଣେ ପଡ଼ୋଶୀ। ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ବେକ କାଟି ହତ୍ୟା କରିଛି ଜଣେ…