Browsing Category
ଖବର
(video)ବଡ଼ ଶିକାର କରିବାକୁ ଯାଇ ପ୍ରାଣ ହରାଇଲା ବିଶାଳକାୟ ଅଜଗର
ଉତ୍ତରପ୍ରଦେଶ: ଶିକାର କରିବାକୁ ଯାଇ ନିଜେ ଫସିଗଲା ବିରାଟ କାୟ ଅଜଗର। ପ୍ରଖର ପାଣି ସ୍ରୋତରୁ ନିଜକୁ ବଞ୍ଚାଇ ପାରିଲା ନାହିଁ। ବଡ଼ ଶିକାର ଲୋଭରେ ନିଜର ଜୀବନ ହାରିଲା। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ…
ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଭଗ୍ନାବଶେଷ ତଳେ ୩ ଟମାଟୋରେ ୩0 ଘଣ୍ଟା ବିତାଇଲେ ପରିବାର
ନୂଆଦିଲ୍ଲୀ: ଦିଲ୍ଲୀର ଲୋମଟାଙ୍କୁରା କାହାଣୀ। ନିର୍ମାଣଧୀନ ପାଞ୍ଚ ମହଲା ଛାତ ଭୁଷୁଡ଼ି ପଡ଼ିବା ଘଟଣା। ୩୦ ଘଣ୍ଟା ଧରି ଭଙ୍ଗା କୋଠା ତଳେ ଫସି ରହିଥିଲେ ପୁରା ପରିବାର। ତାହା ପୁଣି ମାତ୍ର ୩ଟି ଟମାଟୋ ଖାଇ। ଯେଉଁ…
Chanakya Niti: ବିଶ୍ୱାସରେ ଧୋକା ଦିଅନ୍ତି ଏଭଳି ମହିଳା, ଜାଣନ୍ତୁ କ’ଣ କୁହନ୍ତି ଆଚାର୍ଯ୍ୟ ଚାଣକ୍ୟ
ଓଡ଼ିଶା ଭାସ୍କର: ମହାନ ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱର ପ୍ରସିଦ୍ଧ ବିଦ୍ୱାନଙ୍କ ମଧ୍ୟରୁ ଜଣୋ ସାରା ବିଶ୍ୱରେ ତାଙ୍କ ନୀତି ବେଶ ଲୋକପ୍ରିୟତା ଅର୍ଜନ କରିଛିା
ଚାଣକ୍ୟ ନୀତି ପୁସ୍ତକରେ ସେ ତାଙ୍କ ଜୀବନର ଅଭିଜ୍ଞତା ବିଷୟରେ…
ମ୍ୟାଚ୍ ପୂର୍ବରୁ ବାରବାଟି ଷ୍ଟାଡୟମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଲୋକାର୍ପିତ ହେଲା ଥିମ୍ ସଙ୍ଗ୍
କଟକ: କଟକ ବାରବାଟି ଷ୍ଟାଡିୟମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀା ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ- ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା…
(Video):ଫାଶୀରେ ଝୁଲୁଥିଲେ ୩ ଛାତ୍ର! ଦର୍ଶକ ସାଜି ଦେଖିଲେ ସ୍କୁଲ କର୍ତ୍ତୃପକ୍ଷ
ନୂଆଦିଲ୍ଲୀ: ଖେଳ ଖେଳରେ ବାଜି ଲାଗିଥିଲା ୩ ଜୀବନା ସ୍କୁଲ ଫଙ୍କସନରେ ଅଭିନୟ କରିବା ସମୟରେ ଝୁଲିଥିଲେ ୩ ଛାତ୍ରା
ବାପରେ ବାପ! ଏଭଳି ଦୃଶ୍ୟ ଦେଖି ସ୍କୁଲ ପରିସରରେ ହଙ୍ଗାମା ହୋଇଥିଲା ଦେଶଭକ୍ତି ନାଁରେ ସ୍କୁଲ…
ସସପେଣ୍ଡ୍ ହେଲା ସ୍ୱରାଙ୍କ ‘X’ ଆକାଉଣ୍ଟ, ସୋସିଆଲ ମିଡିଆରେ ଶେୟାର କଲେ ସ୍କ୍ରିନସଟ୍
ନୂଆଦିଲ୍ଲୀ: କପିରାଇଟ୍ ଉଲଂଘନ ନେଇ ସିନେ ତଥା ଟେଲି ଜଗତର ଲୋକପ୍ରିୟ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ 'X' ଆକାଉଣ୍ଟ ସ୍ଥାୟୀ ଭାବେ ସସପେଣ୍ଡ୍ କରାଯାଇଛିା
ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଏକ ସ୍କ୍ରିନ୍ ସଟ୍…
କିରୋସିନ ଢାଳି ଲକ୍ଷାଧିକ ଟଙ୍କାର ଅଫିମ ଚାଷ ନଷ୍ଟ କଲା ପୋଲିସ
କରଞ୍ଜିଆ: ଲକ୍ଷାଧିକ ଟଙ୍କାର ଅଫିମ ଚାଷ ନଷ୍ଟ କରିଛି ପୋଲିସା ପାଉଁଶ ହୋଇଥିବା ଅଫିମ ଚାଷର ଆନୁମାନିକ ମୂଲ୍ୟ ୪୨ ଲକ୍ଷ ହେବ ବୋଲି ପୋଲିସ ଅଧିକାରୀଙ୍କ ସୂଚନ।।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା…
ପ୍ରଶ୍ନପତ୍ର ଲିକ୍ ମାମଲା: ଛାତ୍ରଙ୍କ ସହ କିରାଣି ଗିରଫ
ବରଗଡ଼: ପ୍ରଶ୍ନପତ୍ର ଲିକ୍ ମାମଲାରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୦ ଜଣ ଛାତ୍ର ଥିବାବେଳେ ଜଣେ କିରାଣି ଓ ଜଣେ କମ୍ପ୍ୟୁଟର ଦୋକାନୀ ଅଛନ୍ତି ।
ତେବେ କିରାଣି ଜଣଙ୍କ…
ସେନା ମୁଖ୍ୟ ମହମ୍ମଦ ଦୈଫ ମୃତ, ସ୍ପଷ୍ଟ କଲା ହମାସ
ନୂଆଦିଲ୍ଲୀ: ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ଏହାର ସାମରିକ ମୁଖ୍ୟ ମହମ୍ମଦ ଦୈଫ୍ଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛିା ଗତ ବର୍ଷ ଅଗଷ୍ଟରେ ଇସରାଏଲ ମହମ୍ମଦଙ୍କୁ ହତ୍ୟା
କରିଥିବା ଦାବି କରିଥିଲ।। କିନ୍ତୁ…
(VIDEO) ମାଳା ବ୍ୟବସାୟୀରୁ ବଲିଉଡ଼ ହିରୋଇନ, କୁମ୍ଭମେଳା ଦେଲା ନୂଆ ପରିଚୟ
ପ୍ରୟାଗରାଜ: ମାଳ ବ୍ୟବସାୟୀରୁ ହିରୋଇନ୍। ସୋସିଆଲ ମିଡ଼ିଆ ଦେଲା ନୂଆ ପରିଚୟ। ଏବେ ନୂଆ ରୂପରେ ନୂଆ ଢ଼ଙ୍ଗରେ ଲୋକଙ୍କ ମନ ଜିଣିବେ ଭାଇରାଲ ଗାର୍ଲ। ଆପଣମାନେ ନିଶ୍ଚିତ ଭାବରେ ଜାଣିପାରୁଥିବେ ଆମେ କାହା କଥା କହୁଛୁ।…