Browsing Category
ଖବର
ହାପ୍ ଚିକେନକୁ ୫ ହଜାର ୫ଶହ ଟଙ୍କା, କୁକୁଡ଼ା ପିଉଛି କ୍ଷୀର, ଶୁଣୁଛି କ୍ଲାସିକାଲ ଗୀତ
ଚେନ୍ନାଇ: ଆପଣ ଚିକେନ୍ ଖାଇବାକୁ ଯାଉଛନ୍ତି କି, ହେଲେ ଜାଣିଛନ୍ତି ନା ହାପ୍ ଚିକେନକୁ ୫ ହାଜର ୫୦୦ ଟଙ୍କା। ଏହି ରେଟ୍ ଶୁଣି ଆପଣ ଟିକେ ଅଟକି ଗଲେନା। ଆମେ ବି ଏହି ରେଟ୍ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ କି,…
Breaking: ଅଣ୍ଡା ଖାଇବେ ନବମ-ଦଶମ ପିଲା, ଏଣିକି ନବମ ଓ ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସହ, ଅଣ୍ଡା ଓ ଲଡୁ ମିଳିବ
ଭୁବନେଶ୍ୱର: କେବଳ ପ୍ରଥମରୁ ଅଷ୍ଟମ ନୁହେଁ। ଏଣିକି ନବମ-ଦଶମ ସ୍କୁଲ ପିଲାଙ୍କୁ ବି ଦିଆଯିବ ମଧ୍ୟାହ୍ନ ଭୋଜନ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏଣିକି…
Breaking: ପୋଲିସର ଲାଠି ମାଡ଼ରେ ଲହୁ ଲୁହାଣ ହେଲେ କଂଗ୍ରେସ କର୍ମୀ, ଆନ୍ଦୋଳନକାରୀଙ୍କ ମୁଣ୍ଡରୁ ବୋହିଲା ଧାର ଧାର ରକ୍ତ !
ଭୁବନେଶ୍ୱର: ଲହୁ ଲୁହାଣ ହେଲେ କଂଗ୍ରେସ କର୍ମୀ। ଆଜି ଲୋୟର ପିଏମଜି ପାଲଟିଥିଲା ରଣକ୍ଷେତ୍ର। ପୋଲିସ ଓ କଂଗ୍ରେସର ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲା ପେଲା ସହ ପଥର ମାଡ଼଼, ତା ସାଙ୍ଗକୁ ପୋଲିସର ଲାଠି ଚାର୍ଜ।
ଏସବୁ…
ହେଲମେଟ୍ ପାଇଁ ୧୦ ଲକ୍ଷ ଫାଇନ୍, ଚିନ୍ତାରେ ଆଇନ୍ ଛାତ୍ର
ଗୁଜୁରାଟ: ଆପଣ ଯଦି ହେଲମେଟ୍ ପିନ୍ଧି ନାହାନ୍ତି, ଏବଂ ରାସ୍ତାରେ ବାଇକ୍ ନେଇ ଯାଉଛନ୍ତି। ତାହାଲେ ଟ୍ରାଫିକ୍ ପୋଲିସ ଆପଣଙ୍କ ପାଖରୁ କେତେ ଟଙ୍କା ଫାଇନ୍ ନେଉଛି। ହେଇ ହେଇ ୫୦୦ ଟଙ୍କା। ନହେଲେ ଅତି ବେଶୀରେ ୧୦୦ ଟଙ୍କା।…
Breaking: କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ସାମ୍ୱାଦିକ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ନାକେଦମ୍। ଗୋଟେପଟେ ଆନ୍ଦୋଳନକାରୀଙ୍କ ଆକ୍ରୋଶ ଅନ୍ୟପଟେ ପୋଲିସର ଲାଠି ଚାର୍ଜ ସାଙ୍ଗକୁ ପାଣି ମାଡ। ଆଉ ଆନ୍ଦନକାରୀ ଏତେ ଉତ୍ୟକ୍ତ ହୋଇଯାଇଛନ୍ତି ଯେ,…
Breaking: ପୋଲିସ ଗାଡ଼ିରେ ନିଆଁ ଲଗାଇବାକୁ କଂଗ୍ରେସ କର୍ମୀଙ୍କ ପ୍ରୟାସ!
ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି। ଆକ୍ସନ ମୋଡରେ କଂଗ୍ରେସ କର୍ମୀ। ସେପଟେ ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ନାକେଦମ ପୋଲିସ। ଆଉ ଏବେ ଖବର ଆସିଛି କି ଉତ୍ୟକ୍ତ ଆନ୍ଦୋଳନକାରୀ ପୋଲିସ୍ ଭ୍ୟନ୍ ପୋଡି…
ଶିଲାଜିତ୍ ଅସଲି ନା ନକଲି? ଏଭଳି ସରଳ ଉପାୟରେ ପରୀକ୍ଷା କରି ଜାଣନ୍ତୁ
ନୂଆଦିଲ୍ଲୀ: ଶିଲାଜିତ୍ ହେଉଛି ସବୁଠାରୁ ଶକ୍ତିଶାଳୀ ଆୟୁର୍ବେଦିକ ଔଷଧି ମଧ୍ୟରୁ ଗୋଟିଏ । ଏହା ଶତାବ୍ଦୀ ଧରି ଏକ ପାରମ୍ପରିକ ଔଷଧ ଭାବରେ ବ୍ୟବହୃତ ହୋଇଆସୁଛି । ଏହା ଏକ ପ୍ରାକୃତିକ ଆୟୁର୍ବେଦିକ ଔଷଧି ଯାହା କେବଳ…
ବାଲେଶ୍ୱରରେ ବାଇକ୍ ଆମ୍ୱୁଲାନ୍ସ, ରହିଛି ଅକ୍ସିଜେନ ସୁବିଧା
ବାଲେଶ୍ୱର: ପହଞ୍ଚି ପାରୁନି ଚାରି ଚକିଆ ଆମ୍ୱୁଲାନ୍ସ ସେବା। ହେଲେ ଘର ଘର ବୁଲି ବାଇକ୍ ଆମ୍ୱୁଲାନ୍ସ ସେବା ଯୋଗାଉଛନ୍ତି ନଗେନ୍ଦ୍ର ନାଥ। ଯେଉଁଠି ଦେଖୁଛନ୍ତି ଅସହାୟଙ୍କ ସେବା କରିବା ପାଇଁ ପହଞ୍ଚି ଯାଉଛନ୍ତି। କହିବାକୁ…
Breaking: ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ, ସପ୍ତାହରେ ୩ଟି
ଭୁବନେଶ୍ୱର: ଏଣିକି ମଧ୍ୟାହ୍ନ ଭୋଜନ ସହ ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ। ସ୍କୁଲର ସମସ୍ତ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି। ଗୋଟିଏ ସପ୍ତାହରେ ପିଲାଙ୍କୁ ୩ଟି ଲଡୁ ଦିଆଯିବ।…
ଅଳିଆ ଗଦାରେ ନବଜାତକ ଶିଶୁର ମୃତଦେହ, ଝୁଣି ଖାଉଛନ୍ତି ବୁଲା କୁକୁର !
ସୁନ୍ଦରଗଡ଼: ଚର୍ଚ୍ଚାରେ ସୁନ୍ଦରଗଡ଼। ସାମ୍ନାକୁ ଆସିଛି ଏକ ଏମାନବୀୟ ଘଟଣା। ଯାହାକୁ ଶୁଣିଲେ ଆପଣଙ୍କ ଦେହବି ଶିତେଇ ଉଠିବ। କାରଣ ଘଟଣାଟି ହିଁ ସେମିତ। ରାସ୍ତା କଡ଼ରେ ଜରି ଭିତରେ ଗୁଡେଇ ହୋଇ ଅଳିଆ ଗଦାରେ ପଡିଛି…