Browsing Category
ଖବର
କନ୍ଧମାଳରେ ଲଜ୍ଜା, ୧୪ ବର୍ଷର ନାବାଳିକା ଶାଳୀକୁ ଗର୍ଭବତୀ କଲା ନିଜ ଭିଣୋଇ
କନ୍ଧମାଳ: କନ୍ଧମାଳରେ ପୁଣି ଲଜ୍ଜା। ୧୪ ବର୍ଷୀୟ ନାବାଳିକା ଝିଅକୁ ଗର୍ଭବତୀ କଲା ନିଜ ଭିଣୋଇ। ସେପଟେ ପୀଡିତା ଝିଅଙ୍କ ଅଜବ କଥା ବଡ଼ ଝିଅର ପିଲାପିଲି ହେଲେନି। ସେଥିପାଇଁ ସାନ ଝିଅ ସହ ଏମିତି କଲା ଜ୍ୱାଇଁ। ତେଣୁ ମୁଁ…
ନୃଶଂସ ଲୋକ, ୧୩ ମାସର ଶିଶୁପୁତ୍ରକୁ ମାରି ବୁଦାମୂଳେ ଫୋପାଡିଦେଲେ
ରାୟଗଡ଼ା: କାହାର କ'ଣ କ୍ଷତି କରିଥିଲା ଏ ନିଷ୍ପାପ କଅଁଳ ଛୁଆଟି। ଦୁନିଆ କ'ଣ ବୁଝିବା ଆଗରୁ ତାକୁ ସବୁଦିନ ପାଇଁ ଶୁଆଇ ଦେଲେ କିଛି ରାକ୍ଷସ। ପାଟି ଫିଟିନଥିଲା। ଦୁନିଆ ସମ୍ପର୍କରେ କିଛି ଜାଣିନଥିଲା। ତାକୁ ନେଇ ବାପା…
Breaking: ୨୪,୨୫ରେ ବନ୍ଦ ରହିବନି ବ୍ୟାଙ୍କ, ପୂର୍ବ ପରି କାର୍ଯ୍ୟ ଚାଲୁ ରହିବ, ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର: ବ୍ୟାଙ୍କ ଧର୍ମଘଟ ସ୍ଥଗିତ। ଆସନ୍ତା ୨୪,୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ। ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରଖିଲା UFBU। CLC ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ। ୯ ଦଫା ଦାବି ନେଇ…
Breaking: ଏବେ ଆଉ BSKY ନୁହେଁ, ଚାଲୁ ହେବ ଆୟୁଷ୍ମାନ ଭାରତ କାର୍ଡ, ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ୱର: ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଗଲା BSKY କାର୍ଡ। ଏଣିକି ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସୁବିଧା ପାଇବେ ଓଡ଼ିଶାବାସୀ। ଏହି ଯୋଜନା ମିଳିତ ଭାବେ ଲାଗୁ ହୋଇଛି। ଆଉ ଏହାକୁ କ୍ୟାବିନେଟ୍…
ଭାରତର ଲୋକେ ବୋହୁତ ଦୁଃଖୀ, ଭାରତରୁ ହଜିଯାଇଛି ସବୁ ଖୁସି
ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ବିଶ୍ୱରେ ଖୁସି ତାଲିକା। କେଉଁ ଦେଶ କେତେ ଖୁସି ଅଛି। ଯେଉଁଥିରେ ୧୧୮ ତମ ସ୍ଥାନରେ ରହିଛି ଭାରତ। ଏହାର ଅର୍ଥ ଭାରତୀୟ ଲୋକେ ଖୁସିରେ ନାହାନ୍ତି। ହେଲେ ଏହାର କାରଣ କ'ଣ? କାହିଁକି ଖୁସି…
ରାଜଧାନୀରେ ଚାଞ୍ଚଲ୍ୟ, ତଣ୍ଟି କାଟି ହତ୍ୟା ପରେ, ପଥରରେ ବାନ୍ଧି କେନାଲକୁ ଫିଙ୍ଗିଦେଲେ ଶବ
ନୂଆଦିଲ୍ଲୀ: ରାଜଧାନୀରେ ନିର୍ମମ ହତ୍ୟା। ଯୁବତୀଙ୍କ ଗଳା କାଟି ହତ୍ୟା କରିବା ପରେ। ପଥରରେ ବାନ୍ଧି କେନାଲକୁ ଫିଙ୍ଗିଦେଲା ଶବ। ମାର୍ଚ୍ଚ ୧୨ ତାରିଖରୁ ଝିଅଟି ନିଖୋଜ ଥିବା ବେଳେ, ଏବେ କେନାଲ ଭିତରୁ ମୃତଦେହ ଉଦ୍ଧାର…
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଦାବି, ସୁନୀତାଙ୍କୁ ମିଳୁ ଭାରତ ରତ୍ନ
କୋଲକାତା: ବହୁ ଚର୍ଚ୍ଚିତ ମହିଳା ମହାକାଶ ଚାରୀ ସୁନୀତା ୱିଲିୟମ୍ସ। ଯିଏକି ୮ ଦିନ ପାଇଁ ମହାକାଶକୁ ଯାତ୍ରା କରିଥିଲେ ହେଲେ ଦୀର୍ଘ ୯ ମାସ ସେଠାରେ ଫସି ରହିଗଲେ। ହେଲେ ଏବେ ସେ ସୁରକ୍ଷିତ ଭାବରେ ପୃଥିବୀ ପୃଷ୍ଠରେ…
ଏହି ମୋବାଇଲରୁ ବନ୍ଦ ହୋଇଯିବ UPI ସେବା, ହୋଇଯାଆନ୍ତୁ ସାବଧାନ
ନୂଆଦିଲ୍ଲୀ: ଆପଣ UPI ବ୍ୟବହାରକାରୀ ଅଟନ୍ତି କି? ସବୁ ସମୟରେ ଅନଲାଇନରେ ଟଙ୍କା ଦେଣ ନେଣ କରୁଛନ୍ତି କି? ତାହାଲେ ହୋଇଯାଆନ୍ତୁ ସାବଧାନ। କାରଣ ଏପ୍ରିଲ ୧ ତାରିଖରୁଲ ନିର୍ଦ୍ଦିଷ୍ଟ କେତେକ ଫୋନରୁ ବନ୍ଦ ହୋଇଯିବ UPI…
ଆଜିଠୁ ସକାଳୁଆ ସ୍କୁଲ, ସାଢ଼େ 6ରୁ ଆରମ୍ଭ ହେଲା ପାଠପଢ଼ା
ଭୁବନେଶ୍ବର: ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସକାଳୁ ଖୋଲିଲା ସ୍କୁଲ । ସକାଳ 6ଟା 30ରୁ ଆରମ୍ଭ ହେଲା ପାଠପଢ଼ା । ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ ।
ତେବେ ଗ୍ରୀଷ୍ମ…
ଥଣ୍ଡା ପିଉଥିଲେ ହୋଇଯାଆନ୍ତୁ ସାବଧାନ, ବଜାରରେ ବିକ୍ରି ହେଉଛି ନକଲି କୋଲ୍ଡଡ୍ରିଙ୍କସ୍ !
ଉତ୍ତରପ୍ରଦେଶ: କୋଲ୍ଡଡ୍ରିଙ୍କସ ପିଉଥିଲେ ହୋଇଯାଆନ୍ତୁ ସାବଧାନ। ପିଇବା ପୂର୍ବରୁ ଅସଲି ନକଲି ଯାଞ୍ଚ କରନ୍ତୁ। କାରଣ ବଜାରରେ ବିକ୍ରି ହୋଉଥାଇପାରେ ଏକ୍ସପାଏରୀ କୋଲ୍ଡଡ୍ରିଙ୍କସ। କାରଣ କୋଲ୍ଡଡ୍ରିଙ୍କସର ଏକ୍ସପାଏରୀ…