Browsing Category
ଖବର
ଆଜି ଜଳିବ ‘ସୁଭଦ୍ରା’ ଦୀପ, କାଲି ଆସିବ ୫ ହଜାର ଟଙ୍କା
ଭୁବନେଶ୍ୱର: ଆଜି ଘରେ ଘରେ ଜଳିବ ସୁଭଦ୍ରା ଦୀପ। କାଲି ଆକାଉଣ୍ଟକୁ ଆସିବ ୫ ହଜାର ଟଙ୍କା। ପ୍ରତ୍ୟେକ ଘରୁ ଯେତେଜଣ ମହିଳା ସୁଭଦ୍ରା ଟଙ୍କା ପାଉଛନ୍ତି। ଘରର ଦୁଆର ମୁଁହରେ ସେତିକିଟା ଦୀପ ଜାଳିବାକୁ କହିଥିଲେ…
ଡ଼ଙ୍ଗା ଚଲାଇ ରାତାରାତି ହୋଇଥିଲେ କୋଟିପତି, ଏବେ ବାଜିଲା ଟ୍ୟାକ୍ସ ଛାଟ
ଉତ୍ତରପ୍ରଦେଶ: ରାତାରାତି ଗରିବରୁ କୋଟିପତି ହେଲେ। ଆଉ ଖୁସିରେ ପାଦ ମାଟିରେ ଲାଗିଲାନି। ସବୁଠି ତାଙ୍କରି ଖବର ଚର୍ଚ୍ଚା ହେଲା। ଖୁସିର ସୀମା ରହିଲାନି। ହେଲେ ଏହି ଖୁସି ବେଶୀ ସମୟ ପର୍ଯ୍ୟନ୍ତ ରହିଲାନି। କୋଟିପତି…
ବନ୍ଦ ଘରେ ରିଲ୍ସ କରୁଥିଲେ ଦିଅର-ଭାଉଜ, ହେଲେ ବ୍ଲାଷ୍ଟରେ ପୁରା ଜଳିଗଲେ
ମଧ୍ୟପ୍ରଦେଶ: ରିଲ୍ସ ନିଶା କରିଛି ବାଇଆ। ରିଲ୍ସ କରିବା ପାଇଁ ମରଣକୁ ମଧ୍ୟ ନିମନ୍ତ୍ରଣ କରିବାକୁ ପଛାଉ ନାହାନ୍ତି ଲୋକେ। କିଏ ଟ୍ରେନ ଲାଇନରେ ଟ୍ରେନ ଆସିଲା ବେଳେ ରିଲ୍ସ କରୁଛି ତ ଆଉ କିଏ ପାହାଡ଼ ଉପରେ। ହେଲେ ଏବେ…
ଲକ୍ଷ୍ୟ ରଖିଥିଲେ କୋଟିଏ, ଟପିଲା ଏକ କୋଟି
ଭୁବନେଶ୍ୱର: ଲକ୍ଷ୍ୟ ରଖିଥିଲେ କୋଟିଏ। ହେଲେ ଟପିଲା ଏକ କୋଟି। ଆପଣ ଭାବୁଛନ୍ତି କି ଆମେ କାହା ବିଷୟରେ ଆଲୋଚନା କରୁଛୁ। ଆମେ ଆଉ କୌଣସି କଥା ନୁହେଁ ବରଂ ଘରେ ଘରେ ପରିଚିତ ସୁଭଦ୍ରା ଯୋଜନା ସମ୍ପର୍କରେ ଆଲୋଚନା କରୁଛୁ।…
କନଷ୍ଟେବଳଙ୍କ ଅଜବ ଯୁକ୍ତି, “ଛାତି ଉପରେ ବସି ପ୍ରତ୍ୟେକ ଦିନ ରାତିରେ ରକ୍ତ ପିଉଛି ସ୍ତ୍ରୀ”
ଉତ୍ତରପ୍ରଦେଶ: ଆଜିକାଲି ଦମ୍ପତ୍ତିମାନଙ୍କ ମଧ୍ୟରେ ତ ଝଗଡ଼ା ଏକ ସାଧାରଣ ଘଟଣା ହୋଇଗଲାଣି। ଘରେ ଘରେ ସ୍ୱାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ କଳହ ଦେଖାଦେଲାଣି। ତେଣୁ ଅନେକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ହେଲେ ତା…
୧୨ ଶହ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ବିହାର: ନିର୍ବାଚନ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ଲାନ। ଭୋଟରଙ୍କ ମନ ଜିତିବା ପାଇଁ ଏକାଥରେ ୩ ଲକ୍ଷ ପରିବାରଙ୍କୁ ଦେଲେ ପ୍ରଧାନମନ୍ତ୍ରୀ ଆବାସ ଟଙ୍କା। ତାହା ପୁଣି ୧୨ ଶହ କୋଟି ଟଙ୍କାର ସହାୟତା ରାଶି। ଯାହାକୁ ପାଇ…
Breaking: ଦ୍ୱିତୀୟ ସେମିରେ ଜିତିଲା ନ୍ୟୁଜିଲାଣ୍ଡ
ଦୁବାଇ: ମାର୍ଚ୍ଚ ୯ରେ ମହାଲଢ଼େଇ। ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ହେବ ଭାରତ ଏବଂ ନ୍ୟୁଜିଲାଣ୍ଡ ମହା ମୁକାବିଲା। ଆଜି ଦ୍ୱିତୀୟ ସେମିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଟିକେଟ…
(video) ବ୍ୟାନ ହେଲା ଗୁଟଖା-ପାନ ମସଲା, ନିୟମ ନ ମାନିଲେ ଦେବାକୁ ପଡ଼ିବ ୧୦୦୦ ଟଙ୍କା ଜୋରିମାନା
ଉତ୍ତରପ୍ରଦେଶ: କଡ଼ା ନିଷ୍ପତ୍ତି ନେଲେ ସରକାର। ବ୍ୟାନ ହେଲା ଗୁଟଖା ଏବଂ ପାନ ମସଲା। ତମାଖୁ ଖାଇଲେ କିମ୍ୱା ଛେପ ପକାଇଲେ ଦେବାକୁ ପଡ଼ିବ ଜୋରିମାନା। ଏହାସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ…
ଏକାଠି ବସି ବିବାଦର କଲେ ସମାଧାନ, ସିଂହବାହିନୀରେ କାମ କରିବେ ପୀୟୁଷ
ଭୁବନେଶ୍ୱର: ତୁଟିଲା ଅଭିନେତା ଓ ମାଲିକଙ୍କ ମଧ୍ୟରେ ବିବାଦ। କିଛି ଦିନ ଧରି ସୋସିଆଲ ମିଡିଆର ଟ୍ରେଣ୍ଡିଙ୍ଗ ନ୍ୟୁଜ ପାଲଟିଥିଲା ଅଭିନେତା ପୀୟୁଷ ତ୍ରିପାଠୀ ଓ ସିଂହବାହିନୀ ଯାତ୍ରାପାର୍ଟି ମାଲିକ ସଞ୍ଜୀବ ପାଢ଼ୀଙ୍କ…
Breaking: ସତ ହେଲା ଚର୍ଚ୍ଚା, ନିମନ୍ତ୍ରଣ କରିଥିଲେ ମୋହନ, ଆସିଲେନି ନବୀନ
ଭୁବନେଶ୍ୱର: ନିଜେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯାହାକୁ ନେଇ ପରେ ଚର୍ଚ୍ଚା ଜୋର ଧରିଥିଲା। କି ନବୀନ କ'ଣ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ। ଆଉ…