Browsing Category

ଖବର

BREAKING: ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌, ୧୩ ଯବାନ ଆହାତ

ଅନୁଗୁଳ: ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌। ଦୁର୍ଘଟଣାରେ ୧୩ ଯବାନ ଆହତ। ଏନ୍‌ଏଚ୍ ୫୫ ଜରପଡ଼ା ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିଲା ଭ୍ୟାନ୍‌।…

(video) ଚାଲିଥିଲା ଚୋରା ପୀରତି, ଦେଖିଦେଲେ ହିଟ୍‌ଲର… ରାସ୍ତାରେ ଉଡିଲା ଚାପୁଡ଼ା, ଗୋଇଠା

ଉତ୍ତରପ୍ରଦେଶ: ସ୍ୱାମୀ, ସ୍ତ୍ରୀ ଆଉ ପ୍ରେମିକା। ରେଷ୍ଟୁରାଣ୍ଟରେ ଚାଲିଥିଲା ଚୋରାପୀରତି। ଦେଖିଦେଲେ ସ୍ତ୍ରୀ। ତାପରେ ଚାଲିଲା ହାଇଡ୍ରାମା। ଚାପୁଡା, ଚୁଟି ଟଣାରେ ରଣକ୍ଷେତ୍ର ପାଲଟିଲା ରେଷ୍ଟୁରାଣ୍ଟ ବାହାର। ରାସ୍ତାରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ‘ବସ୍ତିରେ ଆଉ ଚାଲିବନି ବୁଲଡୋଜର’

ନୂଆଦିଲ୍ଲୀ: ବସ୍ତି ବାସିନ୍ଦାଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ଏବେ କୌଣସି ବସ୍ତି ଭାଙ୍ଗି ଦିଆଯିବ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଏକ ବଡ଼ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ରାଜଧାନୀରେ ଏବେ…

ମାୟାବିନୀ ଶିକ୍ଷୟିତ୍ରୀଙ୍କ କଳା କାରନାମା! ୧୫ ବର୍ଷରେ ୮ ଥର ବିବାହ, ଫୋକସ୍‌ରେ ଥିଲେ ଆରବିଆଇର ବରିଷ୍ଠ ଅଧିକାରୀ

ମହାରାଷ୍ଟ୍ର: ପେଶାରେ ଶିକ୍ଷୟିତ୍ରୀ ହେଲେ ନିଶା ଅନ୍ୟଙ୍କୁ ଲୁଟିବା। ପ୍ରଥମେ ବିବାହ ତାପରେ ଲୁଟ୍‌। ୧୫ ବର୍ଷରେ ୮ଟି ବିବାହ କରିଛନ୍ତି ମହିଳା। ସେମାନଙ୍କୁ ମିଛ କେସ୍‌ରେ ଫସାଇଦେବାକୁ କହି ଲୁଟିଛନ୍ତି ଟଙ୍କା।…

ଦାନ୍ତ ଘଷିବାରେ ଅବହେଳା କରୁଛନ୍ତି କି, ହୋଇପାରେ ହାର୍ଟଆଟାକ୍!

ଓଡିଶାଭାସ୍କର: ହିନ୍ଦୀରେ ଗୋଟିଏ କଥା ଅଛି, “ଆଙ୍ଖ୍ ମେ ଅଞ୍ଜନ୍, ଦାନ୍ତ ମେ ମଞ୍ଜନ୍”। ଅର୍ଥାତ୍ ପ୍ରତିଦିନ ଆଖିରେ କଜଳ ଲଗାଇବା ଏବଂ ଦାନ୍ତ ଘଷିବା ଉଚିତ। ଦାନ୍ତ ସଫା କରିବା ଏବଂ ପାଟିର ସ୍ୱଚ୍ଛତା ସ୍ୱାସ୍ଥ୍ୟର ଏକ…

ପୋଲିସର ଅମାନବୀୟ କାଣ୍ଡ, ପିଟିପିଟି ମହିଳାଙ୍କ ଗର୍ଭପାତ କରିଦେଲେ

ଉତ୍ତରପ୍ରଦେଶ: ରକ୍ଷକ ସାଜିଲା ଭକ୍ଷକ। ଯେଉଁ ପୋଲିସ ପାଖକୁ ଲୋକ ନ୍ୟାୟ ପାଇଁ ଯାଆନ୍ତି। ସେହି ପୋଲିସ ଏବେ ଜଣେ ମହିଳାଙ୍କ ପ୍ରତି ଅମାନୁଷିକ କାର୍ଯ୍ୟ କରି। ମହିଳା ଗର୍ଭବତୀ ଥିବା ସମୟରେ ତାଙ୍କୁ ଏପରି ମାଡ଼ ମାରିଛି…

ମହିଳାମାନେ ସାବଧାନ ରୁହନ୍ତୁ, ସର୍ବାଇକଲ୍ କ୍ୟାନ୍ସରର ଏହି ଲକ୍ଷଣ ଆପଣଙ୍କ ଜୀବନ ନେଇପାରେ!

ନୂଆଦିଲ୍ଲୀ: ସର୍ବାଇକଲ କ୍ୟାନ୍ସର ପ୍ରତି ସାବଧାନ ରୁହନ୍ତୁ! ଯଦି ସମୟ ମଧ୍ୟରେ ସର୍ବାଇକଲ୍ କ୍ୟାନ୍ସର ବା ଗର୍ଭାଶୟ କର୍କଟ ରୋଗର ଲକ୍ଷଣ ଚିହ୍ନଟ ନହୁଏ, ତେବେ ରୋଗୀର ମୃତ୍ୟୁ ସୁନିଶ୍ଚିତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

କୁକୁର ପଢ଼ିପାରେ ମଣିଷଙ୍କ ମନ କଥା, ଖରାପ ସମୟରେ ଛାଡ଼େନାହିଁ ସାଥ୍, ହେଲେ କାହିଁକି?

ଓଡ଼ିଶାଭାସ୍କର: କୁକୁରମାନେ ମଣିଷର ବହୁତ ଭଲ ସାଥୀ ହୋଇଥାନ୍ତି। କାରଣ ଆପଣଙ୍କ ଘରେ ଯଦି କୁକୁର ଥିବେ ତାହାଲେ ହୁଏତ ଆପଣ ଲକ୍ଷ୍ୟ କରିଥିବେ ଯେ ଯେତେବେଳେ ଆପଣ କାନ୍ଦୁଛନ୍ତି, ସେମାନେ ଆପଣଙ୍କୁ ସାନ୍ତ୍ୱନା ଦେବା ପାଇଁ…

ଡେଙ୍ଗୁ ମଶାକୁ କିପରି ଚିହ୍ନିବେ, କେମିତି ଦେଖାଯାଆନ୍ତି ଡେଙ୍ଗୁ ମଶା, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଏବେ ରାଜ୍ୟ ତଥା ଦେଶରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଡେଙ୍ଗୁର ବଢ଼ୁଥିବା ମାମଲାକୁ ଦେଖି ସରକାର ସତର୍କତା ଅବଲମ୍ୱନ କରୁଛନ୍ତି। ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପରାମର୍ଶ…

ଶେଷ ଟେଷ୍ଟ ମ୍ୟାଚରେ ଭାରତୀୟ ଟିମ୍ ର ଧଜିଆ ଉଡ଼ାଇଲା ଇଂଲଣ୍ଡ, ହାର ମାନିଲା ଇଣ୍ଡିଆ!

ନୂଆଦିଲ୍ଲୀ: ଶୁକ୍ରବାର ଇଂଲଣ୍ଡର ବ୍ୟାଟସମ୍ୟାନମାନେ ସେମାନଙ୍କର ଭୟଙ୍କର ଫର୍ମ ଦେଖାଇଛନ୍ତି। ପ୍ରଥମେ ଇଂଲଣ୍ଡ ବୋଲରମାନେ ସେମାନଙ୍କର ଜଲଓ୍ୱା ଦେଖାଇଥିଲେ ଏବଂ ଭାରତୀୟ ଦଳକୁ ଏକ ଛୋଟ ସ୍କୋରରେ ସୀମିତ ରଖିଥିଲେ। ଏହା…