Browsing Category

ଖବର

EPFO ନିବେଶକଙ୍କ ପାଇଁ ଖୁସି ଖବର, PF ଉପରେ ସୁଧ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: EPFO ନିବେଶକଙ୍କୁ ବଡ଼ ଉପହାର। ଦେଶର କୋଟି କୋଟି ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର। ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି  ଉପରେ ସୁଧ…

କାହିଁକି ଟେଷ୍ଟରୁ ବାଦ୍ ପଡ଼ିଲେ ମହମ୍ମଦ ସାମି, ବଡ଼ କଥା କହିଦେଲେ ଅଜିତ ଅଗରକର

ନୂଆଦିଲ୍ଲୀ:  ଜୁନରେ ଇଂଲଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ। ଏଥିପାଇଁ ଆଜି ଟିମ୍ ଇଣ୍ଡିଆର ନୂଆ ଦଳ ଚୟନ ହୋଇଛି। ଯେଉଁଥିରେ ଶୁବମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ, ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ…

ଆସିପାରେ କରୋନାର ନୂଆ ଗାଇଡଲାଇନ୍, ୨୮ରେ ବସିବ କୋଭିଡ୍ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ କଡ଼ ଲେଉଟେଉଛି ଭୟଙ୍କର କରୋନା। ଭାରତର ବିଭିନ୍ନ ସ୍ଥାନରେ ଏବେ କରୋନା ରୋଗୀ ଚିହ୍ନଟ ହେବା ଆରମ୍ଭ ହେଲାଣି। ତେଣୁ ପୂର୍ବରୁ କରୋନା ଯେଉଁଭଳି ଭୟଙ୍କର ରୂପ ଧାରଣ କରିଥିଲା, ଏବେ ଯଦି ସେପରି କିଛି…

ଗୋଟେ ହାତରେ ହାତକଡ଼ି, ଅନ୍ୟ ହାତରେ ମୋବାଇଲ୍, ପୋଲିସ ଆଗରେ ରିଲ୍ସ କରୁଛି ହତ୍ୟାକାରୀ

ମଧ୍ୟପ୍ରଦେଶ:  ହତ୍ୟାକାରୀର ମୁହଁ ଟାଣ। ଗିରଫ ହେବା ପରେ ବି ଛାଡ଼ିନି ରିଲ୍ସ ନିଶା। ହାତରେ ହାତକଡ଼ି ପଡ଼ିଛି। କିନ୍ତୁ ପୋଲିସ ଆଗରେ ରିଲ୍ସ କରୁଛି ହତ୍ୟାକାରୀ। ଯାହାପରେ ପୋଲିସର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।…

Breaking: ଭାରତୀୟ ଟେଷ୍ଟ ଟିମର ନୂଆ ଅଧିନାୟକ ହେଲେ ଶୁବମନ ଗିଲ୍

ନୂଆଦିଲ୍ଲୀ:  ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ଅଧିନାୟକ। ନୂଆ ଟେଷ୍ଟ କ୍ୟାପଟେନ ହେଲେ ଶୁବମନ ଗିଲ୍। ଇଁଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ୍ ଟିମ୍। ଘୋଷଣା ହେଲା ୧୮ ଜଣିଆ ଭାରତୀୟ ଦଳ। ଉପ ଅଧିନାୟକ ହେଲେ…

ବେଦୀ ଉପରେ କନିଆଁଙ୍କୁ ମାଡ଼ ମାରି, ବରକୁ ଅପହରଣ କରିନେଲେ ବାଜା ବାଲା

ବିହାର:  ବିବାହ କାର୍ଯ୍ୟକ୍ରମରେ ଆଶ୍ଚର୍ଯ୍ୟକର ଘଟଣା। ବାହା ବେଦୀ ଉପରେ କନିଆଁଙ୍କୁ ମାଡ଼ ମାରିବା ସହ ବରକୁ ଅପହରଣ କରିନେଲେ ବ୍ୟାଣ୍ଡ ବାଜା ବାଲା। ବର ପକ୍ଷରୁ ନାଚ ଗୀତ କରିବାକୁ ଅଣାଯାଇଥିବା ବ୍ୟାଣ୍ଡ ପାର୍ଟିର…

ଦୁଷ୍କର୍ମ ଅଭିଯୁକ୍ତର ଜୀବନ ବଞ୍ଚାଇଲା ଦୁଷ୍କର୍ମ ପିଡୀତା

ପଶ୍ଚିମବଙ୍ଗ: ଦୁଷ୍କର୍ମ ନାବାଳିକା ପୀଡ଼ିତାର ମହାନତା। ଯେଉଁ ପୁରୁଷ ତାର ସର୍ବସ୍ୱ ଲୁଟିନେଲା। ତାକୁ ସର୍ବସ୍ୱାନ୍ତ କରିଦେଲା, ସମାଜ ସାମ୍ନାରେ ତାକୁ ଦୁଷ୍କର୍ମ ପୀଡ଼ିତାର ଆଖ୍ୟା ଦେଲା। ଶେଷରେ ସେହି ଅଭିଯୁକ୍ତର ଜୀବନ…

ଶେଷରେ ପଶୁକୁ ବି ଛାଡ଼ିଲାନି କାମାନ୍ଧ ପୁରୁଷ, ଘୋଡ଼ା ଚଢ଼ା ପ୍ରଶିକ୍ଷଣ କେନ୍ଦ୍ରରେ ଘୋଡ଼ାକୁ କଲା ଦୁଷ୍କର୍ମ !

ମହାରାଷ୍ଟ୍ର:  କାମୁକତାର ସବୁ ସୀମା ପାର। ଶେଷରେ ଘୋଡ଼ାକୁ ବି ଛାଡ଼ିଲେନି। ପ୍ରଶିକ୍ଷଣ କେନ୍ଦ୍ରରେ କଲେ ଦୁଷ୍କର୍ମ। ଘଟଣା ସାମ୍ନାକୁ ଆସିବା ପରେ ସବୁଠି ଛା ଛାକର। ପୋଲିସ ମଧ୍ୟ ଏବେ ସେହି ଦୁଷ୍କର୍ମକାରୀକୁ ଗିରଫ…

ସରୁଛି କି କଳିଯୁଗ, ହେବ କି ପ୍ରଳୟ, ଦେଖାଦେଲାଣି ଆଭାସ

ଓଡିଶା ଭାସ୍କର: ନିକଟତର ହେଉଛି କଳିଯୁଗର ଅନ୍ତ। ଆମ ଆଖି ସାମ୍ନାରେ ଘଟିଯାଉଥିବା ଘଟଣା ଏହାର ଗୋଟିଏ ପରେ ଗୋଟିଏ ସଂକେତ ଦେଲେଣି। ଯାହା ସତ ହେବାକୁ ଯାଉଛି । ଆପଣ କରୋନାର କରାଳ ରୂପ କଥା ଦେଖନ୍ତୁ କିମ୍ବା ବାହାର ଦେଶ…

ବଲିଉଡ୍ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟକା, ଆଉ ନାହାନ୍ତି ଅଭିନେତା ମୁକୁଲ ଦେବ

ନୂଆଦିଲ୍ଲୀ:  ବଲିଉଡ୍ ଇଣ୍ଡଷ୍ଟ୍ରି ଉପରେ ପୁଣି ଥରେ ମାଡ଼ିଗଲା ଦୁଃଖର କଳାବାଦଲ। ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହିତ ଫିଲ୍ମରେ ନଜର ଆସିଥିବା ଅଭିନେତା ମୁକୁଲ ଦେବ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି।…