ପାରାଦୀପ: ପାରାଦୀପ ପୋର୍ଟ ପ୍ରଶାସନିକ ଭବନରେ ସିବିଆଇ ଟଇମର ଚଢ଼ାଉ । ଟମର ୮ ଜଣ ସଦସ୍ୟ ୨ ଘଣ୍ଟାରୁ ଅଧିକ ସମୟ ଧରି କରୁଛନ୍ତି ଛାନଭିନ୍ ।
ପୋର୍ଟର ଆର୍ ଓ ବି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ସିବିଆଇ ଯାଞ୍ଚ ଚାଲିଛି ।
ଚଢ଼ାଉ ଓ ଛାନଭିନର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପରିନାହିଁ ।