୭୫% ଉପସ୍ଥାନ ଥିଲେ CBSE ପିଲା ଦେଇପାରିବେ ବୋର୍ଡ ପରୀକ୍ଷା, ନହେଲେ….

ନୂଆଦିଲ୍ଲୀ: ସିବିଏସସି ଦାମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ ।

୨୦୨୬ ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ଉପସ୍ଥାପନ ବାଧ୍ୟତାମୂଳକ କରିଛନ୍ତି ସିବିଏସଇ କର୍ତ୍ତୃପକ୍ଷ ।

ଅଚାନକ ଯାଞ୍ଚ, ହେରଫେର ହୋଇଥିବା ରେକର୍ଡ ପାଇଁ ଶୂନ୍ୟ ସହନଶୀଳତା । ଡମି ପରୀକ୍ଷାର୍ଥୀମାନଙ୍କୁ ରୋକିବା ପାଇଁ ସିବିଏସଇ ପକ୍ଷରୁ ଏହି କଠୋର ଆଭିମୁଖ୍ୟ ନିଆଯାଇଛି ।

ଆଫିଲେଟେଡ୍ ସ୍କୁଲଗୁଡ଼ିକରେ ଶୈକ୍ଷିକ ଶୃଙ୍ଖଳା ପାଇଁ ପରାମର୍ଶ ଦେଇଛନ୍ତି କର୍ତ୍ତୃପକ୍ଷ ।