ଯାଜପୁର: ଚଣ୍ଡିଖୋଲର ଏକାଧିକ ହୋଟେଲରେ ଚଢ଼ାଉ କରିଛି ଟିମ୍ । ତହସିଲଦାରଙ୍କ ନେତୃତ୍ୱରେ ହୋଟେଲରେ ଚଢ଼ାଉ ହୋଇଥିବା ସୂଚନା ।
ପରିସ୍କାର ପରିଚ୍ଛନତା ସହ ଖାଦ୍ୟରମାନ ନେଇ ଚାଲିଛି ଯାଞ୍ଚ ।
ଡାଇରିଆ ସଂକ୍ରମଣ ବଢ଼ିବା ଯୋଗୁ ଯାଜପୁରରେ ପୁଣି ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଜିଲ୍ଲାପାଳଙ୍କ ଅଫିସରେ କେନ୍ଦ୍ରୀୟ ଦଳର ବୈଠକ ।
ବିଭିନ୍ନ ବ୍ଲକ ଗସ୍ତ କରିବ ୧୦ ଜଣିଆ କେନ୍ଦ୍ରୀୟ ଟିମ୍ । ବର୍ତ୍ତମାନ ସୁଦ୍ଧା ୧୩ ମେଡିକାଲରେ ୨୧୦ ରୋଗୀ ଚିକିତ୍ସିତ ।
ଦିନକରେ ୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।