fbpx

ଚାନ୍ଦବାଲି ନିର୍ବାଚନ ହିଂସା: ଗିରଫ ହେଲେ ୫ ଜଣ

Advertisement

ଚାନ୍ଦବାଲି: ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ମାମାଲର ମୋଡ ନୂଆ ରୂପ ନେଇଛି । ଏହି ମାମଲାରେ ୫ଜଣଙ୍କୁ ଗିରଫ କଲା ପୋଲିସ । ଏଥିରେ ବିଜେଡିର ୫ଜଣ କର୍ମୀ ଗିରଫ ହୋଇଥିବାର ସୂଚନା ମିଳିଛି । ଅନ୍ୟପଟେ ଏହା ବିରୋଧରେ ବିଜେଡି ପାଲଟା ଏତଲା ଦେଇଛି । ଚାନ୍ଦବାଲି ବିଜେଡି ୧୧ ଜଣଙ୍କ ନାଁରେ ଏତଲା ଦେଇଛି । ଏଥିରେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷଙ୍କୁ ଆକ୍ରମଣ କରାଯାଇଥିଲା ।

Get real time updates directly on you device, subscribe now.