fbpx

ବଦଳିଲେ କ୍ରିକେଟ ଦଳ କୋଚ୍: ହେଡ୍ କୋଚ ପଦରୁ ଦିନେଶଙ୍କ ଇସ୍ତଫା

ଭୁବନେଶ୍ୱର: ସିନିୟର କ୍ରିକେଟ ଟିମରେ ହେବ ବଡ ପରିବର୍ତ୍ତନ । ଦଳର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଭାରତୀୟ ଖେଳଳିା ଯାହ ଫଳରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଓଡ଼ିଶା ସିନିୟର ଟିମରକୋଚ୍ ପଦରୁ ଦୀନେଶ ମୋଙ୍ଗିଆ ଇସ୍ତଫା ଦେଇଛନ୍ତି । ମାତ୍ର ୧ବର୍ଷ ଦାୟିତ୍ୱରେ ରହି କାର୍ଯ୍ୟ କରିବା ପରେ ବର୍ତ୍ତମାନ ଦଳରୁ ବିଦାୟ ନେଇଛନ୍ତି ଦିନେଶ ମୋଙ୍ଗିଆ । ଏହା ଭିତରେ ସ ମାତ୍ର ଗୋଟିଏ ସିଜନ ପାଇଁ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଗତବର୍ଷ ଏପ୍ରିଲ ମାସରେ ଦିନେଶ ଏହି ପଦ ପାଇଁ ନିୟୋଜିତ ହୋଇଥିଲେ । କିନ୍ତୁ ଏବେ ନୂଆ କୋଚ୍ ଖୋଜିବା ଆରମ୍ଭ କରିଛି ଓଡ଼ିଶା ।

Get real time updates directly on you device, subscribe now.