fbpx

ନୀତି ଆୟୋଗ ବୈଠକରେ କ’ଣ ରହିଛି ମୁଖ୍ୟମନ୍ତ୍ରୀଙ୍କ ଦାବି?

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ନୀତି ଆୟୋଗ ବୈଠକରେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ରହୁ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବହେଳିତ ଅଞ୍ଚଳ ଓ ଅନଗ୍ରସନ ସଂପ୍ରଦାୟ ପାଇଁ ବି ସ୍ଥାନ ସଂରକ୍ଷଣ ରହୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଭିନ୍ନ ଜାତୀୟ ପରୀକ୍ଷାର ପଦ୍ଧତିରେ ସଂସ୍କାର ଆଣିବାକୁ ନବୀନ ଦାବି କରିଛନ୍ତି । ୟୁପିଏସସି, ଏନଇଇଟି, ଜେଇଇ ଭଳି ପରୀକ୍ଷାର ଉଦାହରଣ ମଧ୍ୟ ଦେଇଛନ୍ତି ନବୀନ ।

Get real time updates directly on you device, subscribe now.