fbpx

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ

ଭୁବନେଶ୍ୱର,  ୩ ।୨  ;ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ଭେଟିଲେ ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କଲେ ସେଲ୍‌ ଅଧ୍ୟକ୍ଷା । ସେଲ୍‌ ଅଧ୍ୟକ୍ଷା ହେବା ପରେ ନବୀନଙ୍କୁ ପ୍ରଥମ ଥର ପାଇଁ ଭେଟିଲେ ସୋମା ମଣ୍ଡଳ । ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.