fbpx

ମମିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସ ଟିମ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର୍ ହତ୍ୟା ମାମଲାକୁ ନେଇ ବର୍ତ୍ତମାନ ମାହୋଲ ସରଗରମ ରହିଛି । ଏହି ମାମଲା ଏବେ ରାଜନୈତିକ ମୋଡ ନେଇଛି । ତେବେ ଆଜି ମମିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସର କେନ୍ଦ୍ରୀୟ ଟିମ୍ । କଣ୍ଟାବାଞ୍ଜି ଝରନୀ ଗାଁକୁ ଯାଇ ପରିବାରକୁ ଭେଟିଛନ୍ତି କଂଗ୍ରେସ ଟିମ୍ । ରଣଦୀପ ସୂର୍ଯେୱାଲା, ରାଜ୍ୟ ପ୍ରଭାରୀ ଚେଲା କୁମାର ମମିତାଙ୍କ ପରିବାରକୁ ଭେଟିଛନ୍ତି । ଅନ୍ୟପଟେ ନରସିଂହ ମିଶ୍ର ମଧ୍ୟ କେନ୍ଦ୍ରୀୟ ନେତାଙ୍କ ସହ ଭେଟିଛନ୍ତି ।

Get real time updates directly on you device, subscribe now.