fbpx

ରାଜ୍ୟ କଂଗ୍ରେସ ନେତୃତ୍ୱକୁ ନେଇ ବିବାଦ: ମୁଖ୍ୟ ସଚେତକ ପଦରୁ ତାରାଙ୍କ ଇସ୍ତଫା !

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟ କଂଗ୍ରେସର ନେତୃତ୍ୱକୁ ନେଇ ବିବାଦ ଲାଗି ରହିଥିବା ବେଳେଦଳର ମୁଖ୍ୟ ସଚେତକ ପଦରୁ ବିଧାୟକ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏଥିପୂର୍ବରୁ ବିଧାୟକ ଦଳ ନେତା ପଦରୁ ମଧ୍ୟ ନରସିଂହ ମିଶ୍ର ଇସ୍ତଫା ଦେଇଥିଲେ ବି ଏ ନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି ।

Get real time updates directly on you device, subscribe now.