Breaking: ପ୍ରକାଶ ପାଇଲା କନଷ୍ଟେବଲ ପରୀକ୍ଷା ଫଳ, ୧୮୫୩ ହେଲେ କୃତକାର୍ଯ୍ୟ

ଭୁୂବନେଶ୍ୱର: କନଷ୍ଟେବଲ/ ସିପାହୀ ପରୀକ୍ଷାରେ କୃତକାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା ।

ଏକ୍ସ ଜରିଆରେ ଏକ ପୋଷ୍ଟ ଶେୟାର କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣାଇଛନ୍ତି ଶୁଭେଚ୍ଛା । ୨୦୮୦ ପଦବୀ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା ।

ପରୀକ୍ଷାରେ ୧୮୫୩ଜଣ କୃତକାର୍ଯ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା । ନବ ନିଯୁକ୍ତ କନଷ୍ଟେବଲ ଉନ୍ନତ ପୋଲିସ ସେବା ପ୍ରଦାନରେ ସହାୟକ ହେବେ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।