fbpx

କୋରୋନା ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ୭୦ ହଜାର ୪୪୭କୁ ବୃଦ୍ଧି

ନୂଆଦିଲ୍ଲୀ, ୪।୩ : ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ୭୦ ହଜାର ୪୪୭କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୫୭ ଲକ୍ଷ ୪୪ ହଜାର ୯୦୨କୁ ବୃଦ୍ଧି ପାଇଥିବା ବେଳେ ୯ କୋଟି ୧୪ ଲକ୍ଷ ୫୯ ହଜାର ୭୧୮ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

୨ କୋଟି ୧୭ ଲକ୍ଷ ୧୪ ହଜାର ୭୩୭ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଚିକିତ୍ସାଧୀନଙ୍କ ମଧ୍ୟରୁ ୯୦ ହଜାର ୪୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୫୨୮ କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.