fbpx

ଏସସିବିରେ ଆଉ ଦୁଇ କରୋନା ସନ୍ଦିଗ୍ଧ

କଟକ, ୧୬ା୩(ଓଡ଼ିଶା ଭାସ୍କର): କଟକ ଏସସିବିରେ ଆଉ ୨କରୋନା ସନ୍ଦିିଗ୍ଧ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତାଙ୍କର କରୋନା ପରୀକ୍ଷା ପାଇଁ ଆରଏମଆରସିକୁ ରକ୍ତ ଓ ସ୍ୱାବ ପଠାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କର କରୋନା ରିପୋର୍ଟ ଆସିବ ।
ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ ।ଏହା ଚାରିଆଡ଼େ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି । ଭାରତରେ କରୋନା ଆକ୍ରାନ୍ତରେ ୧୧୦ଜଣ ଥିବା ବେଳେ ଆଜି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.