fbpx

୨୯୫ ଟଙ୍କାରେ କୋଭାକ୍ସିନ ଟିକା

ନୂଆଦିଲ୍ଲୀ,୧୨ ।୧: ଭାରତରେ ଆସନ୍ତା ୧୬ ତାରିଖରୁ ଟିକାକରଣ ହେବ ବୋଲି ଘୋଷଣା ହୋଇସାରିଛି । ଏନେଇ ମହାରାଷ୍ଟ୍ର ପୁଣେର ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଦେଶର ବିଭିନ୍ନ ରାଜ୍ୟରେ ପଠାସରିଛି । ଏହାରି ମଧ୍ୟରେ ଭାରତ ବାୟୋଟେକ ଠାରୁ ୫୫ ଲକ୍ଷ କୋଭାକ୍ସିନ ଟିକା କିଣିବାକୁ ଯାଉଛି କେନ୍ଦ୍ର । ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ୍ କିଣାଯିବ । ଭାରତ ବାୟୋଟେକ୍ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ । ତେବେ ସେରମ ଇନଷ୍ଟିଚ୍ୟୁଟରୁ ୧୧୦ ଲକ୍ଷ ‘କୋଭିସିଲ୍ଡ’ ଟିକା କିଣାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.