fbpx

ବଦଳିଲା ଟିକାକରଣ ନିୟମ: ଏଣିକି ୨୮ ଦିନ ନୁହେଁ, ୪୨ ଦିନ ପରେ ମିଳିବ ଟିକା

ଭୁବନେଶ୍ୱର, ୧୨ା୫ (ଓଡିଶା ଭାସ୍କର): ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ଟିକା ପାଇଁ କୋ-ୱିନ ପୋର୍ଟାଲରେ ପରିବର୍ତ୍ତନ କରାଯାଇଛି । ଏଣିକି ପ୍ରଥମ ଡୋଜ୍ ଦେବାର ୪୨ ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍ ଟିକା । ପୂର୍ବରୁ ପ୍ରଥମ ଡୋଜର ୨୮ ଦିନ ପରେ ଦିଆଯାଉଥିଲା ଦ୍ୱିତୀୟ ଡୋଜ୍ । ଏବେ ୪୨ ଦିନ ପୂର୍ବରୁ ମିଳିବନି ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ଟିକା । ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଛି ।

Get real time updates directly on you device, subscribe now.