fbpx

Video : ଆତଙ୍କ ଖେଳାଉଛି କୁମ୍ଭୀର : ଯାଜପୁରରେ ମହିଳାଙ୍କ ନେଲା ଜୀବନ

ଯାଜପୁର : ବର୍ତ୍ତମାନ ରାଜ୍ୟରେ କୁମ୍ଭୀର ଆତଙ୍କ ଖେଳିଯାଇଛି । ପୁଣି ଜଣେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ନଦୀରେ ଲୁଗାପଟା ସଫା କରୁଥିବା ସମୟରେ କୁମ୍ଭୀର ଆସି ଟାଣିନେଲା । ମହିଳା ଜଣକ ହେଲେ ବରୀ ବ୍ଲକ ଅମଠପୁର ପଞ୍ଚାୟତର ଜ୍ୟୋସ୍ନା ଜେନା ବୋଲି ସୂଚନା ମିଳିଛି ।ଏହି ଘଟଣାଟି ଆଜି ସକାଳ ୭ଟା ସମୟରେ ଘଟିଥିବା ଜଣାପଡିଛି ।

Get real time updates directly on you device, subscribe now.