fbpx

ନିର୍ବାଚନରେ ବଣ୍ଟାଯିବା ପୂର୍ବରୁ ୫୦ହଜାରରୁ ଅଧିକ ମୁଲ୍ୟର ଶାଢ଼ୀ ଜବତ କଲା CT GST!

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ୫୦ ହଜାରରୁ ଅଧିକ ଟଙ୍କାର ଶାଢ଼ୀ ଜବତ ଜବତ କଲା CT GST । ଭୁବନେଶ୍ଵର ସ୍ଥିତ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଜବତ କଲା CT GST ବିଭାଗ । ଶାଢ଼ୀ ର TAX ଇନଭଏସ, E WEY BIL ଦେଖାଇ ପାରି ନଥିବାରୁ ଦୁଇ ଜଣ ବେପାରୀଙ୍କୁ ଅଟକ ରଖିଛନ୍ତି CT GST ।

ବଲାଙ୍ଗୀରରୁ ଶାଢ଼ୀ ଧରି ଭୁବନେଶ୍ୱର ଆସୁଥିଲେ । ନିର୍ବାଚନରେ ଶାଢ଼ୀ ବାଣ୍ଟିବା ପାଇଁ ଆଣିଥିବା ଅନୁମାନ କରୁଛି CT GST । ତରୁଣୀ ମେହେର, ପୂର୍ଣ୍ଣ ଚନ୍ଦ୍ର ମେହେରଙ୍କୁ ଅଟକ ରଖିଛି CT GST ।

Get real time updates directly on you device, subscribe now.