fbpx

ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି

ବାଲେଶ୍ୱର: ବାଲେଶ୍ୱର ପୌରାଞ୍ଚଳରେ କର୍ଫ୍ୟୁ କୋହଳ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କାଲି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଭୋର ୫ଟାରୁ ରାତି ୯ଟା କଟକଣା ମନା । ସେହିପରି ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ଟାରୁ ସନ୍ଧ୍ୟା ୫ଟା ଯାଏଁ କଟକଣା ମନା । ତେବେ କଟକଣା କୋହଳ ହେବା ପରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱାଭାବିକ ଭାବେ ଖୋଲିବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.