fbpx

(Video) ରଣବୀରଙ୍କ ସହ ବେବିମୁନରେ ନଜର ଆସିଲେ ଦୀପିକା ପାଦୁକୋନ, ଦର୍ଶକେ ଦେଖିଲେ ବେବି ବମ୍ପ

Advertisement

ମୁମ୍ବାଇ:ମା’ ହେବାକୁ ଯାଉଛନ୍ତି ରଣବୀରଙ୍କ ସହଧର୍ମିଣୀ । ନିକଟରେ ରଣବୀର ସିଂଙ୍କ ସହ ଦୀପିକାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛିା ଉଭୟଙ୍କୁ ଦେଖିଲା ପରେ ଏମିତି ପ୍ରତୀୟମାନ ହେଉଥିଲା ବୋଧେ ସେମାନେ ବେବିମୁନ ପାଇଁ ଯାଉଥିଲୋ ଜାରି ହୋଇଥିବା ଗୋଟିଏ ଭିଡିଓରେ ଦୀପିକା ନିଜର ପ୍ରେଗ୍ନେସି ଗ୍ଲୋକୁ ପ୍ଲାଣ୍ଟ କରିକି ବେବି ବମ୍ପକୁ ଦେଖାଇଥିଲୋ କଲକି ୨୮୯୮ ଏଡିର ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ନିଜ ପତିଙ୍କ ସହ ଏହି ଯାତ୍ରାରେ ସାମିଲ ଅଛନ୍ତିା ଏହି ଲବବାର୍ଡ ତଥା ପତିପତ୍ନୀ କଳାରଙ୍ଗର ପୋଷାକରେ ନଜର ଆସିଥିଲୋ ଇନଷ୍ଟାଗ୍ରାମ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓରେ ଦୀପିକା

ବଡି-ହଙ୍ଗିଙ୍ଗ ଡ୍ରେସରେ ନଜର ଆସିଥିଲେ, ଯାହାକୁ ସେ ଜ୍ୟାକେଟ ଓ ସ୍ନିକର୍ସ ସହ ଷ୍ଟାଇଲ କରିଥିଲୋ ଏହି ଆଉଟଫିଟରେ ତାଙ୍କର ବେବି ବମ୍ପଙ୍କୁ ଫ୍ୟାନ୍ସ ଦେଖିବାକୁ ପାଇଥିଲେ ଓ ତାହାକୁ ମନଭରି ଦେଖିଥିଲୋ ପତ୍ନୀ ଦୀପିକାକୁ ପତିଦେବ ରଣବୀର କାରରୁ ବାହାରକୁ ବାହାରିବାରେ ମଧ୍ୟ ସାହାଯ୍ୟ କରୁଥିବା ଭଳି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁମ୍ବାଇ ଏୟାରପୋର୍ଟରେ କୁହାଯାଉଛି ଏହି ଯୋଡି ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିଲୋ ଇନଷ୍ଟାଗ୍ରାମରେ ଏହି କପଲବାର୍ଡଙ୍କ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛିା

 

View this post on Instagram

 

A post shared by Manav Manglani (@manav.manglani)

Get real time updates directly on you device, subscribe now.