fbpx
BJD SKY
BJD SKY

ଟସ୍ ଜିତି ଦିଲ୍ଳୀର ବୋଲିଂ ନିଷ୍ପତ୍ତି; ୟେଲୋ ଜର୍ସିରେ ଉତ୍ଥାପ୍ପାଙ୍କ ପଦାର୍ପଣ

BJD

ନୂଆଦିଲ୍ଲୀ: ଆଇପିଏଲ ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ଦୁଇ ଦଳ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଛି ଆଇପିଏଲର ୫୦ ତମ ମୁକାବିଲା । ଦୁବାଇେ;ର ଖେଳା ଯାଉଥିବା ଏହି ମୁକାବିଲାରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଦଳରେ ଏହି ମୁକାବିଲା ପାଇଁ ଗୋଟିଏ ଲେଖାଏଁ ପରିବର୍ତ୍ତନ କରାଯାଇଛି । ଦିଲ୍ଳୀ ପକ୍ଷରୁ ରିପଲ ପଟେଲଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ହଳଦିଆ ଜର୍ସିରେ ପ୍ରଥମ ଥର ପାଇଁ ନଜର ଆସିବାକୁ ଯାଉଛନ୍ତି ରବିନ ଉତ୍ଥାପ୍ପା ।

ଉଭୟ ଦଳ ୧୨ଟି ଲେଖାଏଁ ମ୍ୟାଚ ଖେଳି ୯ଟି ବିଜୟ ହାସଲ କରିଥିବା ବେଳେ ଏହି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବଲ ଶୀର୍ଷକୁ ଯିବା ପାଇଁ ଉଭୟ ଦଳ ଉଦ୍ୟମ କରିବେ ।

Get real time updates directly on you device, subscribe now.