fbpx

ବିକିନି ପିନ୍ଧି ହଟ ଅନ୍ଦାଜରେ ସୋନାରିକା ଭଦୋରିଆ: Instagramରେ ଲଗାଇଲେ ନିଆଁ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଦେବୋଂ କା ଦେବ ମହାଦେବ ସିରିଏଲରେ ପାର୍ବତୀ ଭୂମିକାରେ ନଜର ଆସିଥିବା ସୋନାରିକା ଭଦୋରିଆ ନିଜର ଏକ ହଟ ଫଟୋ ଶେୟାର କରିଛନ୍ତି । ରିଲ ଲାଇଫରେ ପାର୍ବତୀ ଭୂମିକାରେ ନଜର ଆସୁଥିବା ସୋନାରିକା ବିକିନି ପିନ୍ଧିଥିବା ଫଟୋ ଶେୟାର କରିଛନ୍ତି । ଜହ୍ନ ଆଲୁଅରେ ପହଁରିବା ପାଇଁ ଯାଇଥିବା ବେଳେ ଏହି ଫଟୋ ଉଠାଇଛନ୍ତି ସୋନାରିକା । ସ୍ୱପ୍ନରେ ଦେଖୁଥିବା ସ୍ଥାନର ଏହି ବାସ୍ତବତାକୁ ଦେଖନ୍ତୁ ବୋଲି ଲେଖିଛନ୍ତି ସୋନାରିକା ।

ଏହି ହଟ ଫଟୋ ଇନଷ୍ଟାଗ୍ରାମରେ ନିଆଁ ଲଗାଇ ଦେଇଥିବା ବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଛି । ପାର୍ବତୀ ବନି ପୁ ବୋଲି କିଛି ବ୍ୟବହାରକାରୀ ମଧ୍ୟ ଲେଖିଛନ୍ତି । ୨୦୧୨-୧୩ରେ ଦେବୋଂ କା ଦେବ ମହାଦେବରୁ ଲୋକପ୍ରିୟତା ହାସଲ କରିଥିବା ସୋନାରିକା । ଏହାପରେ ସୋନାରିକା କିଛି ସାଉଥ୍ ଫିଲ୍ମରେ ନଜର ଆସିବା ସହିତ ସାଁସେ ନାମକ ବଲିଉଡ ଫିଲ୍ମରେ ନଜର ଆସିଥିଲେ ।

 

View this post on Instagram

 

A post shared by Sonarika Bhadoria (@bsonarika)

Get real time updates directly on you device, subscribe now.