ଏଣିକି ପରିସ୍ଥିତି ଶାନ୍ତ! ସୀମାରୁ ହଟିବେ ସୌନ୍ୟ, ଗୋଟିଏ ବି ଗୁଳି ନ ଫୁଟାଇବାକୁ ସହମତି

ନୂଆଦିଲ୍ଲୀ: ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ସୂଚନା ଜାରି । ସୀମାରେ ଗୋଟିଏ ବି ଗୁଳି ଫୁଟିବ ନାହିଁ ବୋଲି ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି ।

ଆଜି ଅପରାହ୍ନ ୫ଟାବେଳେ ଉଭୟ ଦେଶର ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ସୀମାରେ ସୌନ୍ୟ ହ୍ରାସ ପାଇଁ ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ସହମତି ।

ସିଜ୍ ଫାୟାରକୁ ନେଇ ଉଭୟ ଦେଶର ଡିଜିଏମଓ ସ୍ତରୀୟ ବୈଠକ ଆଜି ୧୨ଟାବେଳେ ହେବାର ଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସମୟ ବଦଳାଯାଇ ୫ଟାବେଳେ ବୈଠକ ଆରମ୍ଭ ହୋଇଥିଲା ।