fbpx

ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ପଲ୍‌ସରକୁ ଧକ୍କା ଦେଲା ହାଇୱା, ଗୋଟିଏ ପରିବାରର ୪ମୃତ

ଢେଙ୍କାନାଳ: (ଓଡ଼ିଶା ଭାସ୍କର) ଢେଙ୍କାନାଳରୁ ଆସିଲା ଦୁଃଖଦ ଖବର । ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ । ଦୁର୍ଘଟଣାରେ ଚାଲିଗଲା ବାପା, ମାଆ, ପୁଅ, ଝିଅଙ୍କ ଜୀବନ । ପଲ୍‌ସରରେ ଯିବା ବେଳେ ଧକ୍କା ଦେଲା ହାଇୱା । ନିହଲପ୍ରସାଦ ଥାନା ପିଙ୍ଗୁଆ ନିକଟରେ ଧକ୍କା ଦେଲା ହାଇୱା । ବାପା, ମାଆ ଦୁର୍ଘଟଣା ସ୍ଥଳରେ, ଦୁଇ ପିଲା ମେଡିକାଲରେ ମୃତ । ଦୁର୍ଘଟଣା ଘଟାଇଥିବା ହାଇୱା ଜବତ ହୋଇଥିବା ବେଳେ, ଡ୍ରାଇଭର ଫେରାର ହୋଇଯାଇଛି ।

Get real time updates directly on you device, subscribe now.