fbpx

ବଢିଲା DL , LL ଅବଧି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ଏହାରି ମଧ୍ୟରେ ଡିଏଲ, ଏଲଏଲ ଅବଧିକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢିଛି । ଆରସି, ଫିଟନେସ୍, ଫ୍ୟାନ୍ସି ନମ୍ବର ବୁକିଂ ଅବଧି ମଧ୍ୟ ବଢିଛି । ପଲ୍ୟୁସନ୍, ଇନସ୍ୟୁରାନ୍ସ, ପର୍ଯ୍ୟଟକ ଗାଡି ପାଇଁ ଅବଧି ବୃଦ୍ଧି ଲାଗୁ ହେବ ନାହିଁ ।

Get real time updates directly on you device, subscribe now.