ବାଥରୁମ୍ରେ ରଖନ୍ତୁନି ଏହି ବସ୍ତୁ । ଯଦି ରଖୁଥାନ୍ତି ତେବେ ହୋଇଯିବେ ବରବାଦ । ବାଥରୁମ କିମ୍ବା ଶୌଚାଳୟରେ ବାସନ କିମ୍ବା ତମ୍ବାର ତିଆରି କୌଣସି ଜିନିଷ କେବେବି ରଖନ୍ତୁ ନାହିଁ । ବାଥରୁମ କିମ୍ବା ଶୌଚାଳୟରେ ବାସନ କିମ୍ବା ତମ୍ବାର ତିଆରି କୌଣସି ଜିନିଷ କେବେବି ରଖନ୍ତୁ ନାହିଁ । ପାଣି ଟ୍ୟାପ୍ ଦକ୍ଷିଣ ପୂର୍ବ କୋଣରେ ରହିବା ଠି ନୁହେଁ । ଏହା ନକାରତ୍ମାକ ଶକ୍ତିକୁ ଟାଣେ । ପାଣି ଟ୍ୟାପ୍ ଦକ୍ଷିଣ ପୂର୍ବ କୋଣରେ ରହିବା ଠି ନୁହେଁ । ଏହା ନକାରତ୍ମାକ ଶକ୍ତିକୁ ଟାଣେ । ବାଥରୁମରେ ଛୋଟ କିମ୍ବା ବଡ଼ ଦର୍ପଣ ଆଦୌ ରଖନ୍ତୁ ନାହିଁ । ବାଥରୁମରେ ଛୋଟ କିମ୍ବା ବଡ଼ ଦର୍ପଣ ଆଦୌ ରଖନ୍ତୁ ନାହିଁ ।
ଧ୍ୟାନ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବାଥରୁମ କେବେବି ଉତ୍ତର-ପୂର୍ବ ଦିଗରେ ରହିବା ଉଚିତ୍ ନୁହେଁ । ଏହା ମଧ୍ୟ ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ୍ ନୁହେଁ । ଧ୍ୟାନ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବାଥରୁମ କେବେବି ଉତ୍ତର-ପୂର୍ବ ଦିଗରେ
ରହିବା ଉଚିତ୍ ନୁହେଁ । ଏହା ମଧ୍ୟ ଦକ୍ଷିଣ- ପଶ୍ଚିମ ଦିଗରେ ରହିବା ଉଚିତ୍ ନୁହେଁ । ସ୍ନାନ କରିବା ସ୍ଥାନ ଏବଂ ଶୌଚାଳୟ ସବୁବେଳେ ସଫା ରହିବା ଉଚିତ୍ । ସ୍ନାନ ସ୍ଥାନ ପବିତ୍ର । ସେଥିପାଇଁ ଏଥିରେ କମୋଡ୍ ରଖନ୍ତୁ ନାହିଁ । ସ୍ନାନ କରିବା ସ୍ଥାନ ଏବଂ ଶୌଚାଳୟ ସବୁବେଳେ ସଫା ରହିବା ଉଚିତ୍। ସ୍ନାନ ସ୍ଥାନ ପବିତ୍ର । ସେଥିପାଇଁ ଏଥିରେ କମୋଡ୍ ରଖନ୍ତୁ ନାହିଁ । ବାଥରୁମ ହେଉଛି ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ତେଣୁ ଏହାକୁ ଉତ୍ତର ଦିଗରେ ରଖନ୍ତୁ । ବାଥରୁମକୁ ସଫା ଏବଂ ପରିଷ୍କାର ରଖିବାକୁ ଚେଷ୍ଟା କରନ୍ତୁ ।