fbpx

ସୁନ୍ଦରଗଡ଼ରେ ଡବଲ ମର୍ଡ଼ର; ତ୍ରିକୋଣୀୟ ପ୍ରେମ ସନ୍ଦେହ, ପୋଲିସର ତଦନ୍ତ ଜାରି

ସୁନ୍ଦରଗଡ଼: ସୁନ୍ଦରଗଡ଼ କୁତ୍ରାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ ତୁନମରା ପଂଚାୟତ କାଶୀପଡ଼ାରେ ଏକ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଡ୍ରାଇଭରଙ୍କ ଛୁରା ମାଡ଼ରେ ଯୁବକ ଯୁବତୀଙ୍କ ମୃତ୍ୟୁ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ରାଜଗାଙ୍ଗପୁର ରୁମାବାହାଲର ପ୍ରତାପ ଲାକ୍ରା ଏବଂ ମୃତ ଯୁବତୀ ହେଉଛନ୍ତି କାଶୀପଡ଼ା ଗାଁର ଲିପ୍ସା କେର୍କେଟା । ଛରାମାଡ଼ କରିଥିବା ଯୁବକ ଫେରାର ଥିବା ବେଳେ କୁତ୍ରା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.