fbpx

ରାଜଧାନୀରେ ନକଲି କୋଲ୍ଡ ଡ୍ରିଙ୍କ୍ସ କାରଖାନାରେ ପୋଲିସର ଚଢ଼ଉ

ଭୁବନେଶ୍ୱର: ରାଜଧାନୀରେ ଅନେକ ସମୟରେ ନକଲି ଖାଦ୍ୟ ସାମଗ୍ରୀ ଜବତ ହେଉଥିବା ବେଳେ ଏବେ ପୁଣିଥରେ ମଞ୍ଚେଶ୍ୱର ଶିଳ୍ପାଞ୍ଚାଳରେ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । ତେବେ ପୋଲିସ୍ ପହଞ୍ଚିବା ପରେ କାରଖାନାରେ ତାଲା ପକାଇ ମାଲିକ, କର୍ମଚାରୀ ସେଠାରୁ ଫେରାର ହୋଇଯାଇଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.