fbpx

ଗୁଜରାଟ ଜାମନଗରରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଗାନ୍ଧୀନଗର: ଗୁଜରାଟ ଜାମନଗରରେ ଗୁରୁବାର ସନ୍ଧ୍ୟାରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ । ଭୂମିକମ୍ପ ଫଳରେ ଲୋକମାନେ ଭୟରେ ଘର ବାହାରକୁ ଚାଲିଆସିଥିଲେ । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ମଧ୍ୟ ଭୂମିକମ୍ପ ସନ୍ଧ୍ୟା ୭.୧୩ ମିନିଟରେ ହୋଇଥିବା ନେଇ ସୁନିଶ୍ଚିତ କରିଛି ।

 

Get real time updates directly on you device, subscribe now.