Breaking: ପୁଣି ବନ୍ଧାହେବେ ରାଜ୍! ଘରେ, କାର୍ଯ୍ୟାଳୟରେ ଇଡି ବିଭାଗର ଚଢ଼ାଉ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜ ରାଜ କୁନ୍ଦ୍ରାଙ୍କ ଘରେ ରେଡ୍ । ଶୁକବ୍ରାର ସକାଳୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ରାଜଙ୍କ ଘରେ ଓ କାର୍ଯ୍ୟାଳୟ ଦୁଇଟିଯାକ ସ୍ଥାନରେ ଇଡି ଟିମ୍ ଚଢ଼ାଉ କରିଛନ୍ତି । ମନି ଲଣ୍ଡରିଂ ଏବଂ ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲାରେ ଏହି ରେଡ୍ ହୋଇଥିବା କୁହାଯାଉଛି । ପୂର୍ବରୁ ପର୍ଣ୍ଣୋଗ୍ରାଫି ମାମଲାରେ ରାଜ୍ ଜେଲ ଯାଇଥିଲେ ।