CHARIDHAM

୫ଟା ପୂର୍ବରୁ ଅଫିସ୍ ଛାଡ଼ିପାରିବେନି କର୍ମଚାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର କଡ଼ା ନିର୍ଦ୍ଦେଶ

ଏଣିକି ଏତିକି ଘଣ୍ଟା କାମ କରିବେ କର୍ମଚାରୀ, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର: କର୍ମଚାରୀଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ୍ ଛାଡ଼ିପାରିବେନି କର୍ମଚାରୀ। ସକାଳ ୧୦ଟା ସୁଦ୍ଧା ଅଫିସ୍ ଆସିବେ କର୍ମଚାରୀ।

ସନ୍ଧ୍ୟା ୫ଟା ୩୦ ପରେ ଘରକୁ ଯିବେ କର୍ମଚାରୀ। ଅତି କମରେ ସାଢେ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ। ସମସ୍ତଙ୍କର ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ। ପଞ୍ଚ ‘ଆଉଟ୍‌’ ନଥିଲେ ଆବସେଣ୍ଟ ପଡ଼ିବ।