• Likes
  • Followers
  • Subscribers
  • Followers
  • Android App
  • Monday, August 25, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • EPFO ଦେଲା ଦିପାବଳୀ ଉପହାର: ଲକ୍ଷ ଲକ୍ଷ ଖାତାଧାରୀଙ୍କ ଆକାଉଣ୍ଟକୁ ପଠାଗଲା PF ସୁଧ

EPFO ଦେଲା ଦିପାବଳୀ ଉପହାର: ଲକ୍ଷ ଲକ୍ଷ ଖାତାଧାରୀଙ୍କ ଆକାଉଣ୍ଟକୁ ପଠାଗଲା PF ସୁଧ

By Manas Pradhan Last updated Nov 10, 2023 at 4:20 PM
PF Interest
Share

ନୂଆଦିଲ୍ଲୀ: ଆଲୋକର ପର୍ବ ଦିପାବଳୀ ଅବସରରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଛି ପୁଣି ଏକ ଗିଫ୍ଟ । ଗତମାସରେ ନବରାତ୍ରି ଅବସରରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଲକ୍ଷ ଲକ୍ଷ ଖାତାଧାରୀଙ୍କ ଆକାଉଣ୍ଟକୁ ପ୍ରୋଭେିଡେଣ୍ଟ ଫଣ୍ଡ (ପିଏଫ) ସୁଧ ପଠାଯାଇଛି ।

କର୍ମଚାରୀଙ୍କ ଆକାଉଣ୍ଟକୁ ପିଏଫ୍ ଅର୍ଥ ପଠାଯାଇଥିବା ନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି । ୨୪ କୋଟିରୁ ଅଧିକ ଆକାଉଣ୍ଟକୁ ଏହି ଅର୍ଥ ଟ୍ରାନ୍ସଫର କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୮.୧୫ ପ୍ରତିଶତ ସୁଧ ହାରରେ କର୍ମଚାରୀଙ୍କୁ ଆକାଉଣ୍ଟକୁ ଅର୍ଥ ପଠାଯାଇଛି । ଏହି ପ୍ରକ୍ରିୟା ଏବେ ଜାରି ରହିଥିବା ବେଳେ ଖୁବଶୀଘ୍ର ତାହା ସମସ୍ତଙ୍କ ନିକଟରେ ପହଞ୍ଚିବ ବୋଲି ଇପିଏଫଓ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ନବରାତ୍ରି ଅବସରରେ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଉପହାର ମିଳିଥିଲା । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା । ପୂର୍ବରୁ କର୍ମଚାରୀଙ୍କୁ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିବା ବେଳେ ତାହା ୪ ପ୍ରତିଶତ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚିଥିଲା । ଗୋଟିଏ ମାସ ପରେ ପୁଣି ଥରେ କର୍ମଚାରୀଙ୍କୁ ଦିପାବଳୀ ଉପହାର ମିଳିଛି । ଏହାଫଳରେ କର୍ମଚାରୀଙ୍କୁ ପାର୍ବଣ ସିଜିନରେ ଡବଲ ଉପହାର ମିଳିଛି । କର୍ମଚାରୀମାନେ ଟେକ୍ସଟ ମେସେଜ, ମିସଡ୍ କଲ, ଉମଙ୍ଗ ଆପ, ଇପିଏଫଓ ୱେବସାଇଟ ଜରିଆରେ ଆକାଉଣ୍ଟକୁ ଅର୍ଥ ଆସିଛି କି ନା ତାହା ଚେକ୍ କରିପାରିବେ ।

ଆହୁରି ପଢନ୍ତୁ

‘ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍…

ସାବଧାନ! ଆସୁଛି ଆଉ ଏକ ଲଘୁଚାପ, ପ୍ରବଳରୁ…

Share

Prev Post

ଦୀପାବଳି ପରେ ଲାଗୁ ହେବନି Odd-Even ନିୟମ: ଦିଲ୍ଲୀ ପ୍ରଦୂଷଣକୁ ନେଇ ସରକାରଙ୍କ ନୂଆ ନିଷ୍ପତ୍ତି

Next Post

ଦିଲ୍ଲୀରେ ବର୍ଷା ହେବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ, କହିଲେ ଭଗବାନ ପ୍ରାର୍ଥନା ଶୁଣିଲେ

You might also like More from author
Breaking News

‘ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ’,…

Breaking News

ସାବଧାନ! ଆସୁଛି ଆଉ ଏକ ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ସବୁ ଜିଲ୍ଲାକୁ…

Breaking News

ଓଡ଼ିଶାରେ ସମବାୟ ବିକାଶ ନେଇ ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ

Cricket

କ୍ରିକେଟରୁ ଅବସର ପରେ ପୂଜାରଙ୍କ ଅଫଫିଲ୍ଡ ଚୌକା ଛକା

Featured

(Video) ମହିଳାଙ୍କର ଛାଡ଼ିଗଲା ଜିଅନ୍ତା ଚିଙ୍ଗୁଡ଼ି ଖାଇବାର ନିଶା, ଧରିବାକୁ ଚେଷ୍ଟା କରୁଥିଲେ, ହେଲେ…

Featured

Ganesha dream Meaning: ସ୍ୱପ୍ନରେ ଭଗବାନ ଗଣେଶଙ୍କୁ ଦେଖିବାର ଅର୍ଥ କଣ? ଜାଣନ୍ତୁ କଣ କୁହେ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

‘ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍…

ସାବଧାନ! ଆସୁଛି ଆଉ ଏକ ଲଘୁଚାପ, ପ୍ରବଳରୁ…

ଓଡ଼ିଶାରେ ସମବାୟ ବିକାଶ ନେଇ ଆଲୋଚନା,…

କ୍ରିକେଟରୁ ଅବସର ପରେ ପୂଜାରଙ୍କ ଅଫଫିଲ୍ଡ ଚୌକା…

(Video) ମହିଳାଙ୍କର ଛାଡ଼ିଗଲା ଜିଅନ୍ତା…

Ganesha dream Meaning: ସ୍ୱପ୍ନରେ ଭଗବାନ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

‘ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍…

ସାବଧାନ! ଆସୁଛି ଆଉ ଏକ ଲଘୁଚାପ, ପ୍ରବଳରୁ…

ଓଡ଼ିଶାରେ ସମବାୟ ବିକାଶ ନେଇ ଆଲୋଚନା,…

କ୍ରିକେଟରୁ ଅବସର ପରେ ପୂଜାରଙ୍କ ଅଫଫିଲ୍ଡ ଚୌକା…

Prev Next 1 of 28,461
© 2025 - TK Digital All Rights Reserved.