IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡିଶା ଭାସ୍କର): ଆଇପିଏସ ସ୍ତରରେ ଆଜି ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନରସିଂହ ଭୋଳ କେନ୍ଦ୍ରାଞ୍ଚଳର ଆଇଜି ହୋଇଥିବା ବେଳେ ପୂର୍ବାଞ୍ଚଳର ଆଇଜି ହୋଇଛନ୍ତି ହିମାଂଶୁଲାଲ । ସେହିପରି ଦିପକ କୁମାର ଉତ୍ତରାଞ୍ଚଳର ଡିଆଇଜି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ।

ରାଜକିଶୋର ପାଇକରାୟ ଦେବଗଡର ଏସପି ହୋଇଥିବା ବେଳେ ଦୀପ୍ତେଶ କୁମାର ପଟ୍ଟନାୟକ ଜେଲ ବିଭାଗର ଆଇଜି ହୋଇଛନ୍ତି । ଡି.ପି ତ୍ରିପାଠୀ କଟକ ରେଲୱେର ଏସପି ଭାବେ କାର୍ଯ୍ୟଭାର ସମ୍ଭାଳିବେ ।

Get real time updates directly on you device, subscribe now.