fbpx

ଠିକାଦାରଙ୍କୁ ଗୁଳିମାଡ

ନୂଆପଡା, ୯ ।୧୦(ଓଡିଶା ଭାସ୍କର): ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଆଗରେ ହୋଇଛି ଗୁଳିମାଡ । ନୂଆପଡା ଖଣ୍ଡିଆଳ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଘର ଆକରେ ଏହି ଗୁଳି ମାଡ ହୋଇଥିବା ସୂଚନା ମିଳିଛି । ଗୁଳିମାଡରେ ଠିକାଦାର ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡରେ ସଂପୃକ୍ତ ୩ ଦୁର୍ବୃତ୍ତ ଖଡିଆଳ ଥାନାରେ ଅଟକ ରହିଛନ୍ତି । କିନ୍ତୁ ଗୁଳିମାଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Get real time updates directly on you device, subscribe now.