ରାଇରଙ୍ଗପୁର: ଗୋରୁମହିଷାଣୀ ବଜାରରେ ଗୁଳିମାଡ଼ । ଦିନ ଦ୍ୱିପ୍ରହରରେ ମଦ ଦୋକାନ ମାଲିକଙ୍କୁ ଗୁଳିମାଡ଼ କରାଯାଇଛି ।
ବିଦେଶୀ ମଦ ଦୋକାନୀ ମାଲିକଙ୍କୁ ଗୁଳିମାଡ଼ । ୩ ଦୁର୍ବୃତ୍ତ ଦୋକାନକୁ ଆସି ମାଲିକଙ୍କ ଉପରକୁ ଗୁଳିମାଡ଼ କରିଥିବା ସୂଚନା ।
ଗୁରୁତର ଦୋକାନୀଙ୍କୁ ବାରିପଦା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମଦ ଦୋକାନୀ ମାଲିକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।
ଘଟଣାକୁ ନେଇ ମୋରୁମହିଷାଣୀ ପୋଲିସର ତଦନ୍ତ ଜାରି ।