ଅନୁଗୁଳ: ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କର ମୃତ୍ୟୁ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ।
ଅନୁଗୁଳର ଜରପଡା ଥାନା କତଡା ଗାଁରେ 8 ଟିକିଆ ହାତୀପଲ ପଶି ଆକ୍ରମଣ କରୁଥିବାବେଳେ ତାଙ୍କୁ ଘଉଡାଇବାକୁ ଯାଇ ହାତୀ ସ୍କ୍ୱାର୍ଡଙ୍କ ମୃତ୍ୟୁ ଘଟିଛି।
ପୂର୍ବରୁ ଏହିଭଳି ଘଟଣା ବହୁତ ଥର ହୋଇସାରିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ।