fbpx

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବିନିକା,୩ ।୨(ଓଡିଶା ଭାସ୍କର): ଭିଜିଲାନ୍ସରେ ଜାଲରେ ଫସିଲେ ବିନିକା ଫରେଷ୍ଟର ଜଗବନ୍ଧୁ ବାରିକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ହୋଇଛି। ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକା ସାଙ୍ଗରେ ୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ସମ୍ବଲପୁର ଓ ସୋନପୁରର ୨୦ ଜଣିଆ ଭିଜିଲାନ୍ସ ଟିମର ଚଢାଉ ଜାରି ରହିଛି ।

ତେବେ ସୋନପୁର ଜିଲ୍ଲାର ଶାନ୍ତିପଡ଼ା ସ୍ଥିତ ବାସଭବନ, ସୋନପୁର ସହର ସ୍ଥିତ ବାସଭବନ ଓ ତାଙ୍କ ଅଫିସରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ପାଇଁ ସମ୍ବଲପୁର ଭିଜିଲାନ୍ସର ସ୍ପେଶାଲ ଜଜ୍ ୱାରେଣ୍ଟ ଜାରି କରିଥିଲେ।

Get real time updates directly on you device, subscribe now.